ବିଆରଏସ ନେତ୍ରୀ କେ କବିତାଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତିହାର ଜେଲରେ ଥିବା ବିଆରଏସ ନେତ୍ରୀ କେ କବିତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଖାରଜ କରିଛନ୍ତି। ସାଧାରଣ ନିର୍ବାଚନ ପାଖରେ ଥିବା ପରିପ୍ରେକ୍ଷୀରେ କବିତାଙ୍କୁ ଆଜି ବଡ଼ ଝଟକା ଲାଗିଛି। । ଗତ ମାସରେ ଅବକାରୀ ନୀତି ମାମଲାରେ ବିଆରଏସ ନେତା କବିତାଙ୍କୁ ଗିରଫ କରାଯାଇଥିଲା। ଏପ୍ରିଲ ୨ ତାରିଖରେ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ସେ ଏପ୍ରିଲ ୧୫ … Read more