ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୮୯ ତମ ଉତ୍କଳ ଦିବସ ପାଳିତ

ଅନୁଗୁଳ:   ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି )ପକ୍ଷରୁ ଏପ୍ରିଲ ପହିଲା ଦିନ ୮୯ ତମ ଉତ୍କଳ ଦିବସ ଅନୁଗୁଳ ସ୍ଥିତ କମ୍ପାନୀ ପରିସରରେ ଉତ୍ସାହ ଉଦ୍ଦୀପନା ର ସହ ପାଳିତ ହୋଇଯାଇଛି। କମ୍ପାନୀର ଅନୁଗୁଳ ୟୁନିଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲ୍ହଁନ୍, ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ୍ ଏବଂ ଅନ୍ୟ ଅଧିକାରୀମାନେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ ଏବଂ ଅନ୍ୟାନ୍ୟ ବରପୁତ୍ର ମାନଙ୍କୁ ଶ୍ରଦ୍ଧା ସୁମନ … Read more

ରିଲାଏନ୍ସ ଜିଓ ନେତୃତ୍ୱରେ ୫ଜିରେ ବିଶ୍ୱର ଶ୍ରେଷ୍ଠ ୧୫ଟି ଦେଶ ମଧ୍ୟରେ ଭାରତ

ଭୁବନେଶ୍ୱର: ବ୍ରଡବ୍ୟାଣ୍ଡ ସ୍ପିଡ୍ ଆଣ୍ଡ ମାପକ ସଂସ୍ଥା ଓକ୍‌‌ଲା ଭାରତରେ ୫ଜି ପ୍ରଦର୍ଶନ ଏବଂ ଗ୍ରାହକ ଅଭିଜ୍ଞତା ଉପରେ ପ୍ରକାଶିତ ଏହାର ରିପୋର୍ଟରେ କହିଛି ଯେ ଭାରତର ଟେଲିକମ୍ ଶିଳ୍ପର ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ରିଲାଏନ୍ସ ଜିଓ ୫ଜି ଆଧିପତ୍ୟ ଦୌଡ଼ରେ ସବୁଠୁ ବଡ଼ ଭାବରେ ଉଭା ହୋଇଛି। ଜିଓ ଦ୍ରୁତ ଗତିରେ ୫ଜି ମୃତୟନ କାର୍ଯ୍ୟ କରୁଛି ଏବଂ ଉନ୍ନତ ପ୍ରଦର୍ଶନ କରୁଥିବା ଏହି ରିପୋର୍ଟରେ କୁହାଯାଇଛି । ଦୂରସଂଚାର ବିଭାଗ ଅନୁଯାୟୀ ୨୦୨୪ ଫେବ୍ରୁଆରି ୨୯ ସୁଦ୍ଧା … Read more

ସାଂସଦ ସଞ୍ଜୟ ସିଂ ଙ୍କୁ ୬ ମାସ ପରେ ଜାମିନ ମିଳିଲା 

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସଞ୍ଜୟ ସିଂ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କଠାରୁ ଜାମିନ ପାଇଛନ୍ତି। ଟ୍ରାଏଲ କୋର୍ଟ ଜାମିନ ସର୍ତ୍ତ ଉପରେ ନିଷ୍ପତ୍ତି ନେବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏହି ଜାମିନକୁ ଏକ ଉଦାହରଣ ଭାବେ ଗ୍ରହଣ କରାଯିବ ନାହିଁ। ଇଡି ମଧ୍ୟ ଜାମିନକୁ ବିରୋଧ କରି ନାହିଁ ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯାଇପାରିବ ବୋଲି କହିଛି। ବର୍ତ୍ତମାନ ସଞ୍ଜୟ ସିଂ ରାଜନୈତିକ କାର୍ଯ୍ୟକଳାପ କରିବାକୁ ସକ୍ଷମ ହେବେ। ଗତ ଶୁଣାଣିରେ ସଞ୍ଜୟ ସିଂଙ୍କ ପାଇଁ … Read more

ତିହାର ଜେଲ ଯିବାରେ କେଜ୍ରିୱାଲ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ତିହାର ଜେଲ୍‌ ଯାଇଛନ୍ତି। ଜେଲ ଯିବାରେ ସେ ହେଉଛନ୍ତି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଫସିଥିବା କେଜ୍ରିୱାଲ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଇଡି ଅଭିଯୋଗ କରିବା ସହିତ ତାଙ୍କୁ ଆଉ ଇଡି ହାଜତରେ ରଖାଯିବ ନାହିଁ ବୋଲି କହିଥିଲା। ଏହାପରେ କୋର୍ଟ କେଜ୍ରିୱାଲଙ୍କୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ତିହାର ଜେଲ୍‌ରେ … Read more