December 6, 2025 9:37 pm

ବିଜେପିରେ ମିଶିଲେ ପୂର୍ବତନ ବିଜେଡ଼ି ଏମଏଲଏ ଅଭିନେତା ଆକାଶ ଦାସନାୟକ 

ଭୁବନେଶ୍ୱର: କୋରୋଇର ପୂର୍ବତନ ବିଜେଡ଼ି ବିଧାୟକ ତଥା ରାଜ୍ୟର  ଲୋକପ୍ରିୟ ଅଭିନେତା ଆକାଶ ଦାସନାୟକ ରବିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ କହିଛନ୍ତି ଯେ ଯାଜପୁର ଜିଲ୍ଲା କୋରେଇ ମାଟିର ଜନତା ହେଉଛନ୍ତି ମୋର ପରିବାରର ସଦସ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶିତ ଭାରତରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛି। କୋରେଇରେ ଅନେକ କାମ କରିଛି। ଆହୁରି କିଛି କାମ କରିବାର ବାକି ଅଛି। ମା’ ମାଟିର କାମ କରିବା ପାଇଁ … Read more

ବିଜେଡ଼ିରେ ଯୋଗଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ଵାଳ ଓ ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ 

ଭୁବନେଶ୍ଵର:  ଏକ ଗୁରୁତ୍ବପୂର୍ଣ ରାଜନୈତିକ ଘଟଣା କ୍ରମେ ଆଜି ବିଜୁ ଜନତା ଦଳ (ବିଜେଡି) ରେ ସାମିଲ ହୋଇଛନ୍ତି କଂଗ୍ରେସର ଭେଟରାନ ନେତା ଚିରଞ୍ଜୀବ ବିଶ୍ଵାଳ ଏବଂ ତାଙ୍କ ସମର୍ଥକ। ଆଜି ଚିରଞ୍ଜୀବ ଏକ ଶୋଭାଯାତ୍ରାରେ ଆସି ଶଙ୍ଖ ଭବନରେ ପହଞ୍ଚିଥିଲେ। ସେଠାରେ ସାଂସଦ ମାନସ ମଙ୍ଗରାଜ ଏବଂ ସାଂସଦ ସସ୍ମିତ ପାତ୍ର ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ … Read more

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୂଣ୍ୟତିଥି ପାଳିତ

ଅନୁଗୁଳ:  ଓପି ଜିନ୍ଦଲ ଗ୍ରୁପ୍ ର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ଓପି ଜିନ୍ଦଲ(ବାଉଜି) ଙ୍କ ୧୯ ତମ ପୁଣ୍ୟତିଥି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ଅନୁଗୁଳ ପକ୍ଷରୁ ମାର୍ଚ୍ଚ 30, 2024 ରେ ଏକାଧିକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଅନ୍ୟର ଜୀବନ ବଞ୍ଚାଇବା ଭଳି ମହତ୍ କାର୍ଯ୍ୟ ର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମାଜ ତଥା ଷ୍ଟିଲ ଉଦ୍ୟୋଗ ପ୍ରତି ବାଉଜୀ ଙ୍କ ସମର୍ପିତ ପ୍ରୟାସ କୁ ମନେପକାଇ ତାଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ … Read more