June 26, 2025 6:36 pm

ସୀମାନ୍ତ ଭୋଟରଙ୍କୁ ଆଖେଇଲାଣି ଆନ୍ଧ୍ର 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ରହୁଥିବା ଭୋଟରଙ୍କ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ସାଧାରଣ ନିର୍ବାଚନ ପାଇଁ ଏବେ ନେତା, ମନ୍ତ୍ରୀ ଲୋକଙ୍କ ନିକଟତର ହେବାରେ ବ୍ୟସ୍ତ ଥିବା ବେଳେ ଆନ୍ଧ୍ରର ନେତା-ମନ୍ତ୍ରୀ ଓ ପ୍ରଶାସନ ଏଥିରୁ ଦୁଇ ପାଦ ଆଗରେ । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଏବେ ସେମାନେ ଓଡ଼ିଶା ସୀମାନ୍ତ ଭୋଟରଙ୍କୁ ଆଖେଇଛନ୍ତି । ଏଥର ଗୋଟିଏ ପର୍ଯ୍ୟାୟରେ ବ୍ରହ୍ମପୁର ଲୋକସଭା ଆସନ ସହ ଆନ୍ଧ୍ରର ଗୋଟିଏ … Read more

ହ୍ରାସ ପାଉଛି ଗର୍ଭପାତ, ବୃଦ୍ଧି ପାଉଛି ଶିଶୁ କନ୍ୟାଙ୍କ ସଂଖ୍ୟା 

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ବିଭିନ୍ନ କାରଣରୁ କେତେକ ପରିବାରରେ ତଥା ପିତାମାତା କନ୍ୟା ସନ୍ତାନ ଜନ୍ମକୁ ଇଚ୍ଛା ପ୍ରକାଶ କରୁନଥିବା ନଜିର ରହିଛି । ଫଳରେ ଗର୍ଭଧାରଣ ସମୟରେ ହିଁ ଗର୍ଭରେ ବଢୁଥିବା ଶିଶୁକନ୍ୟାକୁ ଗର୍ଭପାତ ଦ୍ୱାରା ନଷ୍ଟ କରିଥାନ୍ତି । ଯାହା ଫଳରେ ସମାଜରେ ପୁଅଙ୍କ ତୁଳନାରେ ଝିଅଙ୍କ ଅନୁପାତ ହ୍ରାସ ପାଉଛି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଏହାକୁ ବିରୋଧ କରି ତଥା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି … Read more

ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର: ପ୍ରସୂତିଙ୍କ ଗର୍ଭରୁ ବାହାରିଲା ଦେଢ଼ କିଲୋ ଓଜନର ଟ୍ୟୁମର

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା ସ୍ଥିତ କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର ଜରିଆରେ ଡାକ୍ତରୀ ଟିମ୍ ଜଣେ ଗର୍ଭବତୀଙ୍କ ପେଟରୁ ଦେଢ଼ କିଲୋ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି। ଏହି ବିଶାଳ ଟ୍ୟୁମର ବାହାର କରିବା ସହ ସଫଳ ପ୍ରସବ ଦ୍ୱାରା ଉଭୟ ମା ଏବଂ ଶିଶୁ ପୁତ୍ରର ଜୀବନ ରକ୍ଷା ହୋଇପାରିଛି। ଗଙ୍ଗପଡ଼ା ଅଂଚଳର ରୁପାଲୀ ମାର୍ଥା ନାମକ ଜନୈକା ଗର୍ଭବତୀ ତାଙ୍କ ପେଟରେ ଟ୍ୟୁମର ମଧ୍ୟ … Read more

ବିଜେପି ସମ୍ବଲପୁରରେ ଏକତରଫା ଜିତିବ: ଜୟନାରାୟଣ ମିଶ୍ର

ସମ୍ବଲପୁର: ସମ୍ବଲପୁରରେ  ଆଗାମୀ ଦିନରେ ହାଇ-ଭୋଲ୍ଟେଜ ପ୍ରଚାର ଓ ଲଢେଇ ଦେଖିବାକୁ ଥିବାବେଳେ, ସାଧାରଣ ନିର୍ବାଚନ-୨୦୨୪ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନଙ୍କର ବୟାନ ରାଜନୀତିକୁ  ଆହୁରି ସରଗରମ କରୁଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର କହିଛନ୍ତି, ସମ୍ବଲପୁରରେ ଏଥର ବିଜେପି ଏକତରଫା ବିଜୟ ହାସଲ କରିବ। ସେ ନେଇ ଦୃଢ଼ୋକ୍ତିର ସହିତ କହିଛନ୍ତି ଯେ, ଏଥର ୱାନ ସାଇଡ୍ ଲଢ଼େଇ ହେବ । ବିଜେପି ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜୟ … Read more

ଓଡିଶାରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର  ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି  ପାଉଥିବା ବେଳେ ,  ପରିବର୍ତ୍ତିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ ଆଣିଛନ୍ତି।  ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ … Read more