June 26, 2025 6:39 pm

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ବିଜେଡ଼ିରେ ମିଶିଲେ 

ନୀଳଗିରିର ବର୍ତମାନ ବିଧାୟକ ଓ ପୂର୍ବତନ ସାଲେପୁର ବିଧାୟକ ବିଜେପି ଛାଡିଲେ  ଭୁବନେଶ୍ୱର:ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି  ରାଜ୍ୟରେ ବିଭିନ୍ନ ଦଳରେ ଥିବା ଅସନ୍ତୁଷ୍ଟ ନେତାମାନେ ଦଳପରିବର୍ତନ କରୁଥିବା ପରିପ୍ରେକ୍ଷୀରେ ଆଜି  ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଆଜି ବିଜେଡିରେ ଯୋଗଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ସେ ନିଜର ସମର୍ଥକମାନଙ୍କ … Read more

ପୂଜ୍ୟ ପୂଜା ସମିତି ପକ୍ଷରୁ ଲକ୍ଷ୍ମଣ ନାୟକ ଶହୀଦ ଦିବସରେ ପ୍ରଭାତଫେରୀ ଓ ସ୍ମରଣ ସଭା

ଶାନ୍ତନୁ କୁମାର ରଣା  ବ୍ରହ୍ମପୁର: ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଯଥା ମର୍ଯ୍ୟାଦାର ସହ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ ହୋଇଯାଇଛି l ଆଜି ସକାଳୁ ସମିତିର ସମସ୍ତ କର୍ମକର୍ତ୍ତା ଲକ୍ଷ୍ମଣ ନାୟକଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଜୟ ଗାନ କରି ସହର ପରିକ୍ରମା କରିଥିଲେ l  ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତି … Read more

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ସମ୍ପତି ହ୍ରାସ ପାଇଛି, ଦୁଇଟି ଗାଈର ମୂଲ୍ୟ ୧ ଲକ୍ଷ ଟଙ୍କା

ପାଟନା: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ରେ ନାମାଙ୍କନର ଶେଷ ତାରିଖ ଥିଲା | ତେବେ ୪୦ଟି ଲୋକସଭା ଆସନ ବିଶିଷ୍ଟ ବିହାରରେ ପ୍ରଥମ ପର୍ଯ୍ୟାୟରେ ଚାରିଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ଆସନଗୁଡ଼ିକ ହେଉଛି ନୱାଡା, ଜାମୁଇ, ଗୟା ଏବଂ ଔରଙ୍ଗାବାଦ | ପ୍ରାର୍ଥୀମାନେ ଏହି ଚାରିଟି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ତେବେ ବିହାରର ଚର୍ଚ୍ଚିତ ଆସନ ଗୟାରୁ ଏନଡିଏ ପ୍ରାର୍ଥୀ ଜିତନ ରାମ ମାଂଝୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। … Read more