ରାଜନୀତିକୁ ଫେରିଲେ ବଲିଉଡ ଅଭିନେତା ଗୋବିନ୍ଦା, ଶିବସେନା (ସିନ୍ଦେ) ରେ ସାମିଲ
ମୁମ୍ବାଇ : ପୂର୍ବତନ ଲୋକସଭା ଏମପି ତଥା ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ପରେ ପୁଣି ଥରେ ରାଜନୀତିକୁ ଫେରିଛନ୍ତି । ଗୋବିନ୍ଦା ଗୁରୁବାର ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ସକ୍ରିୟ ରାଜନୀତିକୁ ଫେରିଆସିଛନ୍ତି। ଆଗାମୀ ନିର୍ବାଚନରେ ଗୋବିନ୍ଦା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି। ସେ ଉତ୍ତର-ପଶ୍ଚିମ ମୁମ୍ବାଇରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ … Read more