ହୋଲି ଖେଳିଲେ ରାଜନେତା
ଭୁବନେଶ୍ୱର : ରାଜ୍ୟରେ ରାଜନୈତିକ ବାତାବରଣ ଊଷ୍ମରୁ ରୁ ଉଷ୍ମତର ହୋଇ ଚାଲିଥିବାବେଳେ ରଙ୍ଗର ପର୍ବ ହୋଲି ସେଥିରେ କିଛି ଶୀତଳତା ଆଣିଛି। ରଙ୍ଗର ପର୍ବରେ ଝୁମିଛନ୍ତି ନେତା । ବାଜା ବାଣ -ମିଠା ପିଠାରେ କମ୍ପିଛି ତିନି ଦଳର କ୍ୟାମ୍ପ । ମୁଣ୍ଡ ଉପରେ ନିର୍ବାଚନ । ହେଲେ ହୋଲିର ଅବସରକୁ ହାତ ଛଡା କରିବା ମୁଡରେ ନ ଥିଲେ ନେତା । ବିଜେପି- ବିଜେଡି- କଂଗ୍ରେସ ତିନି ପ୍ରମୁଖ ଶିବିରରେ ଉଡିଲା ରଙ୍ଗ । … Read more