ବିଜେପି ଓଡିଶାରେ ଏକାକୀ ଲଢିବ: ରାଜ୍ୟ ସଭାପତି ମନମୋହନ ସାମଲ
ଭୁବନେଶ୍ଵର: ବିଜେପି-ବିଜେଡ଼ି ମେଣ୍ଟ ସମ୍ଭାବନାରେ ଏକ ପ୍ରକାର ପୂର୍ଣଚ୍ଛେଦ ପଡିଛି ବୋଲି କହିଲେ ଭୁଲ ହୋଇନପାରେ। ବିଜେପି ଓଡିଶା ସଭାପତି କହିଛନ୍ତି ଯେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ଓଡ଼ିଶାର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ … Read more