June 27, 2025 12:02 am

‘ବିଜେଡି ଶାସନରେ ଆଦିବାସୀଙ୍କ ବିକାଶ ତ୍ଵରାନ୍ଵିତ’

ଭୁବନେଶ୍ୱର: ଓଡିଶାରେ ଆଦିବାସୀ ହେଉଛନ୍ତି ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସମ୍ପ୍ରଦାୟ କେବଳ ଏହି କାରଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ସେମାନେ ରାଜ୍ୟର ଜନସଂଖ୍ୟାର ୨୨.୮% ବା ଏକ କୋଟିରୁ ଅଧିକ ଅଟନ୍ତି ବରଂ ଭାରତର ଜନସଂଖ୍ୟାର ମଧ୍ୟ ୯.୧୭% ଅଟନ୍ତି । ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି ଏବଂ ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ, ଉଦ୍ଭିଦ ଏବଂ ବନଜାତ ଦ୍ରବ୍ୟ ବିଷୟରେ ଅନେକ ପ୍ରକାରର ଅନନ୍ୟ ଜ୍ଞାନର ଭଣ୍ଡାର ଅଟନ୍ତି … Read more

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

କୋଲକାତା: ଏକ ଗୁରୁତ୍ବପୂର୍ଣ ଘଟନା କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଆୟୋଗର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟଏମସି ସାଂସଦ ସାକେତ ଗୋଖଲେ କରିଛନ୍ତି। ଗୋଖଲେ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶର ପାଲନାଡୁରେ ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନା ହେଲିକପ୍ଟର ଯୋଗେ ଲୋକସଭା ଆସନ ଚିଲକାଲୁରିପେଟରେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଛନ୍ତି। ମାର୍ଚ୍ଚ ୧୭ ରବିବାର ଦିନ ପାଲନାଡୁ ଜିଲ୍ଲାର ବୋପୁଡି ଗ୍ରାମରେ … Read more

ଭ୍ଲାଦିମିର ପୁଟିନ ୫ମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ନିର୍ବାଚିତ 

ମସ୍କୋ: ଭ୍ଲାଦିମିର ପୁଟିନ୍ ଲଗାତାର ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ନିର୍ବାଚନ ହୋଇଛନ୍ତି।  ବିରୋଧୀ ଦଳ ନେତାଙ୍କ ବିନା ଲଢାଯାଇଥିବା ଏହି ନିର୍ବାଚନରେ ସେ ପ୍ରାୟ ୮୮ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଛନ୍ତି। ରୁଷିଆର କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୋମବାର କହିଛନ୍ତି ଯେ ଭ୍ଲାଦିମିର ପୁଟିନ୍ ଦେଶରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ରେକର୍ଡ ଭୋଟ ପ୍ରତିଶତ ସହ ସେ ପଞ୍ଚମ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୭୧ ବର୍ଷୀୟ … Read more