ଭୁବନେଶ୍ୱର- ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ ଟିକଟ ମୂଲ୍ୟ ୧୧୬୫ ଟଙ୍କା
ଭୁବନେଶ୍ଵର: ଆଜିଠାରୁ ନିକଟରେ ଉଦଘାଟିତ ହୋଇଥିବା ଓଡିଶାପାଇଁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିଛି। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚଳାଚଳ କରିବ। ଉକ୍ତ ଟ୍ରେନ ସୋମବାରକୁ ବାଦ ଦେଲେ ଅନ୍ୟ ସବୁ ଦିନରେ ଅର୍ଥାତ ସପ୍ତାହକୁ ୬ ଦିନ ଚାଲିବ। ଭୁବନେଶ୍ବର- ବିଶାଖାପାଟଣା ଟାଇମ ଟେବଲ : ଭୁବନେଶ୍ୱର- ସକାଳ ୫.୧୫ ଛାଡିବ ଖୋର୍ଦ୍ଧା ରୋଡ- ସକାଳ ୫.୩୩ ବାଲୁଗାଁ- ସକାଳ ୬.୨୩ ବ୍ରହ୍ମପୁର- ସକାଳ ୭.୦୫ ଇଚ୍ଛାପୁରମ- … Read more