June 26, 2025 6:32 pm

ସୋଆ ଲେକ୍ସ କନ୍‌ସିଲିୟମ୍ ଆୟୋଜିତ

 ଆଇନ୍ ଛାତ୍ରଛାତ୍ରୀମାନଙ୍କୁ  ନିଯୁକ୍ତିର ବାଟ ଦେଖାଇବ ଭୁବନେଶ୍ୱର: ଆଇନ୍ ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଚାଲିଥିବା ବେଳେ ଏହାର ନିଯୁକ୍ତି କ୍ଷେତ୍ରର ପରିସୀମା ମଧ୍ୟ ପରିବ୍ୟାପ୍ତ ହେବାରେ ଲାଗିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ଓ ସେଂଟ୍ରାଲ୍ ପ୍ଲେସ୍‌ମେଂଟ ସେଲ୍‌ର ମିଳିତ ଆନୁକୂଲ୍ୟରେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଦିଗ୍‌ଦର୍ଶନ ଦେବା ନିମନ୍ତେ ବାର୍ଷିକ ଲ କନ୍‌କ୍ଲେଭ୍ ‘ସୋଆ ଲେକ୍ସ କନ୍‌ସିଲିୟମ୍‌’ ଶନିବାର ଆୟୋଜିତ ହୋଇଯାଇଛି। … Read more

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ

ଏପ୍ରିଲ୧୯ ରୁ ଆରମ୍ଭ ହୋଇ ଜୁନ୍  ୧ ପର୍ଯ୍ୟନ୍ତ, ଜୁନ୍  ୪ ରେ ଫଳାଫଳ ନୂଆଦିଲ୍ଲୀ: ଆଜି ୨୦୨୪ ସାଧା ରଣ ନିର୍ବାଚନ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ୭ଟି ପର୍ଯ୍ୟାୟରେ ଲୋକସଭା ଏବଂ ୪ ଟି ପର୍ଯ୍ୟାୟରେ ଓଡ଼ିଶାର ଲୋକସଭା ଏବଂ ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ ୪ ତାରିଖରେ … Read more

ବିଗ୍ ବି ସୁସ୍ଥ, ଆଞ୍ଜିଓପ୍ଲାଷ୍ଟି ହେବା ଖବରକୁ ମିଛ ବୋଲି କହିଲେ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚନ ସୁସ୍ଥ ଅଛନ୍ତି ବୋଲି ନିଜେ ସୂଚନା ଦେଇଛନ୍ତି।  ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ଖବରକୁ ମିଛ ବୋଲି କହିଲେ କହିଛନ୍ତି ବିଗ ବି । ସୁସ୍ଥ ଅଛି ବୋଲି ଦେଲେ ସୂଚନା । ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, ଯେଉଁମାନେ ସର୍ବଦା ଅଭିନେତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରନ୍ତି | ଗତକାଲି ଖବର ଆସିଥିଲା ​​ଯେ ବିଗ୍ ବି ଅସୁସ୍ଥ ଅଛନ୍ତି ଏବଂ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ … Read more