June 26, 2025 7:43 pm

ବରଗଡ ସମବାୟ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ  

ଭୁବନେଶ୍ବର: ବନ୍ଦପଡିଥିବା ବରଗଡସ୍ଥିତ ବରଗଡ ସମବାୟ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ ସୂଚନାଯୋଗ୍ୟ ଯେ ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଓ ମରାମତି ତଥା ନୂତନ ମେସିନ୍‌ ପାଇଁ ପାଣ୍ଠି ଅଭାବ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣ ପାଇଁ ଚିନିକଳରେ କାମ ବନ୍ଦ ରହିଥିଲା। ସେଥିପାଇଁ ଏହାର ଜମିକୁ ଇଡକୋକୁ ହସ୍ତାନ୍ତର କରି ନୂତନ ଶିଳ୍ପ ପ୍ରତିଷ୍ଠା … Read more

କେସିଆରଙ୍କ ଝିଅ ବିଆରଏସ ନେତ୍ରୀ କେ କବିତା  ଇଡି ଦ୍ଵାରା ଗିରଫ 

ହାଇଦ୍ରାବାଦ: ଏକ ଗୁରୁତ୍ବପୂର୍ଣ ଘଟଣାକ୍ରମରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର  ସମିତି (ବିଆର୍‌ଏସ୍‌) ଏମ୍‌ଏଲ୍‌ସି କେ କବିତାଙ୍କୁ  ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିଛି।  ତଦନ୍ତକାରୀ ସଂସ୍ଥାର ଏକ ଟିମ୍‌ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଚଢ଼ାଉ କରିବାର କିଛି ଘଣ୍ଟା ପରେ ବିଆର୍‌ଏସ୍‌ ନେତ୍ରୀଙ୍କୁ ଗିରଫ କରାଯାଇଥିଲା। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ କବିତାଙ୍କୁ ତଦନ୍ତ ପାଇଁ ଦିଲ୍ଲୀ ଅଣାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି। ତେଲେଙ୍ଗାନାର … Read more

ହିଂଜିଳିର କାଷ୍ଠ ଶିଳ୍ପୀ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କୁ ପ୍ରଦାନ କଲେ କାଷ୍ଠ ଖୋଦେଇ ହନୁମାନ ଚାଳିଶା

ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ହିଞ୍ଜିଳି ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର  ଯୁବ କାଠଶିଳ୍ପୀ ଅରୁଣ ସାହୁ ଏବଂ ତାଙ୍କ ବନ୍ଧୁ ସାରୁ ପଞ୍ଚାୟତର ପୁନରଖଣ୍ଡି ଗ୍ରାମର ଟୁକୁନା ବେହେରା ଅଯୋଧ୍ୟାରେ ପହଞ୍ଚି ତାଙ୍କ ହାତ ତିଆରି କାଠ ଖୋଦେଇ ଶ୍ରୀ ହନୁମାନ ଚାଳିଶା ପ୍ରଭୁ ଶ୍ରୀ ରାମ ଲଲାଙ୍କ ମନ୍ଦିରରେ ସମର୍ପଣ କରିଛନ୍ତି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମାନନୀୟ ଯୋଗୀ ଆଦିତ୍ୟନାଥ ଙ୍କୁ ସାକ୍ଷାତ କରି ତାଙ୍କର ଏକ କାଠ ନିର୍ମିତ ଫୋଟଚିତ୍ର ତାଙ୍କୁ ଭେଟି … Read more