June 26, 2025 10:53 pm

ସର୍ବନିମ୍ନ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବେ । ଅଣକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କାକୁ, କୁଶଳୀ ଶ୍ରମିକ ମାନଙ୍କ … Read more

ଓଡ଼ିଶାରେ ବିଜେପି ୧୩, ବିଜେଡ଼ି ୮ଟି ଲୋକସଭା ଆସନ ଜିତିବା ସମ୍ଭାବନା : ନ୍ୟୁଜ-୧୮ସର୍ଭେ

ନୂଆଦିଲ୍ଲୀ: ନ୍ୟୁଜ-୧୮ର ଏକ ଜନମତ ସର୍ଭେ ପ୍ରକାଶ ପାଇଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡ଼ିଶାରେ ବଜେପି-ବିଜେଡି ମେଣ୍ଟ ହେବା ନେଇ ଗତ କିଛି ଦିନ ହେବ ରାଜ୍ୟରାଜନୀତିରେ ଚର୍ଚ୍ଚା ଲାଗିରହିଛି । କିନ୍ତୁ ଏହି ସର୍ଭେରେ କୁହାଯାଇଛି ଯେ ଯଦି ମେଣ୍ଟ ନହୁଏ ଓ ଉଭୟ ଦଳ ଅଲଗା ଅଲଗା ଲଢନ୍ତି ତେବେ ବିଜେପି ଅଧିକ ଲୋକସଭା ଆସନ ପାଇବ ।  କିନ୍ତୁ ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କଥାବାର୍ତ୍ତା ଚୂଡ଼ାନ୍ତ ହୁଏ, … Read more

୫୫୩ ଜଣ କର୍ମଚାରୀଙ୍କୁ ଛଟେଇ କରିବ ପେଟିଏମ୍

ନୂଆଦିଲ୍ଲୀ: ୫୫୩ ଜଣ କର୍ମଚାରୀଙ୍କୁ ଛଟେଇ କରିବ ପେଟିଏମ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟବ୍ୟାଙ୍କ ଉପରେ କଟକଣା ଜାରି କରିବା ପରେ ଏହି କମ୍ପାନି ପାଇଁ ସମୟ ଏବେ ଭଲ ନାହିଁ । ରିଜର୍ଭବ୍ୟାଙ୍କର ଏହି କଟକଣା ମାର୍ଚ୍ଚ ୧୫ରୁ ସଂପୂର୍ଣ୍ଣ ଭାବେ ଲାଗୁ ହେବ । ଏହାର ଦିନକ ପୂର୍ବରୁ ପେଟିଏମ ନିଜର ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ୨୦୨୩ ଡିସେମ୍ବର ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ … Read more