June 26, 2025 3:09 pm

ନୀଳକଣ୍ଠେଶ୍ବର ୱଲଫର କ୍ଳବ ଓ ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ୍ ତରଫରୁ ନୀଳକଣ୍ଠେଶ୍ଵର ମନ୍ଦିର ପରିସର ସଫେଇ

ବ୍ରହ୍ମପୁର: ଗତ ୮ ତାରିଖ ଶୁକ୍ରବାର ଦିନ ମହାଶିବରାତ୍ରି ପାଳନ ଅବସରରେ ନୀଳକଣ୍ଠେଶ୍ଵର ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପ୍ରବଳ ଭିଡ ସାଙ୍ଗକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାନୀୟ ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ଏହି ଜାଗାର ଯାତ୍ରା ଅବସରରେ ମନ୍ଦିର ପରିସରରେ ଭକ୍ତ ମାନଙ୍କ  ପୂଜା ଅର୍ଚ୍ଚନା ନିମନ୍ତେ ଆଣିଥିବା ପୂଜା ସାମଗ୍ରୀ ଏଣେ ତେଣେ ଗଦା ହୋଇ ଥିଲା। ଏନେଇ ନୀଳକଣ୍ଠେଶ୍ବର ୱଲଫର କ୍ଳବ ଓ ଜୟ … Read more

୪୬ ଲକ୍ଷ ଚାଷୀ ଚାଷୀ ପାଇଲେ ୯୩୩.୭ କୋଟି କାଳିଆ ସହାୟତା  

୩୦ଟି ଜିଲ୍ଲାରେ କାଳିଆ କେନ୍ଦ୍ର ଉଦ୍‌ଘାଟନ କାଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: ରାଜ୍ୟର  ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ୯୩୩.୭ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖରିଫ ଚାଷ ନିମନ୍ତେ ପ୍ରତ୍ୟେକ ଚାଷୀ ଭାଇଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ସହାୟତା ବାବଦରେ ୨ ହଜାର ଟଙ୍କା ପଠାଯାଇଛି।  ସେହିପରି ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କୁ କୃଷି ସମ୍ବନ୍ଧୀୟ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ … Read more

ନାଗରିକ ସଂଶୋଧନ ଆଇନ (ସିଏଏ) ଦେଶରେ ଲାଗୁହେବା ପାଇଁ  ବିଜ୍ଞପ୍ତି ଜାରି 

ସ୍ଵତନ୍ତ୍ର ୱେବ ପୋର୍ଟାଲ ମାଧ୍ୟମରେ ରେ ଆବେଦନ ହେବ  ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ଦେଶରେ ନାଗରିକ ସଂଶୋଧନ ଆଇନ(ସିଏଏ) ଲାଗୁ କରିବା ପାଇଁ  ବିଜ୍ଞପ୍ତି ଜାରି କରିଛନ୍ତି। ସରକାର ସିଏଏ ପଞ୍ଜିକରଣ ପାଇଁ ଏକ ସ୍ଵତନ୍ତ୍ର ୱେବ ପୋର୍ଟାଲ ଡିଜାଇନ କରିଛନ୍ତି। ସିଏଏ ଅନଲାଇନ ପୋର୍ଟାଲରେ ନାଗରିକତା ପଞ୍ଜିକରଣ କରାଯିବ। ତେବେ ଏହି ପୋର୍ଟାଲ କେବେ ଲଞ୍ଚ କରାଯିବ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ କୁହାଯାଉଛି ସିଏଏ … Read more