June 26, 2025 6:21 pm

ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ଅବସରକାଳୀନ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ଵର: ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ  ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ ଅନୁଦାନ ପରିସରଭୁକ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସେବା ସୁବିଧା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ପାଇବେ। ଏଥି ସହିତ ମହିଳା ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କୁ ଦୁଇଟି ଜୀବିତ ସନ୍ତାନ ଜନ୍ମ … Read more

ଟିଏମସି ବେଙ୍ଗଲରେ ସମସ୍ତ  ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା

କ୍ରିକେଟର ୟୁସୁଫ ପଠାନ ଲଢିବେ କଂଗ୍ରେସର ଅଧୀର ଚୌଧୁରୀଙ୍କ ବିରୁଦ୍ଧରେ  କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତୃଣମୂଳ କଂଗ୍ରେସ ରାଜ୍ୟର ସମସ୍ତ ୪୨ ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି।ତାଲିକାରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ରହିଛି। ତାଙ୍କୁ ବରହମପୁର ଲୋକସଭା ଆସନରୁ ଟିଏମସି ଟିକେଟ ଦେଇଛି। ଏହି ଆସନକୁ ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ପ୍ରତିନିଧିତ୍ୱ କରୁଛନ୍ତି। ଯଦିଓ କଂଗ୍ରେସ ବଙ୍ଗଳା ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ, ତଥାପି ଚୌଧୁରୀ ଏହି ଆସନରୁ … Read more

ରୁଷ୍ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରିଥାନ୍ତା କିନ୍ତୁ… 

ଓ୍ବାସିଂଟନ: ୨୦୨୨ରେ ରୁଷ ୟୁକ୍ରେନ ଉପରେ ପରମାଣୁ ବୋମା ପକାଇବାକୁ  ଚୁଡାନ୍ତ କରିଥିଲା। ମାତ୍ର ଏହି  ଯୁଦ୍ଧ ସଂପର୍କରେ ଏବେ ଏକ ଚାଞ୍ଚଲ୍ୟକର ମିଳିଛି।  ୨୦୨୨ରେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ପରମାଣୁ ବୋମା ପକାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ହସ୍ତକ୍ଷେପ ଫଳରେ ବିଶ୍ବ ଏକ ପରମାଣୁ ବିଭୀଷିକା ଦେଖିବାରୁ ବର୍ତ୍ତିଯାଇଥିଲା । ବାଇଡେନ ପ୍ରଶାସନର ଦୁଇ ଜଣ ବରିଷ୍ଠ ପ୍ରଶାସନିକ … Read more