June 26, 2025 7:35 pm

ମିଶନ ଶକ୍ତି ସପୋର୍ଟ ଷ୍ଟାଫ ଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି 

ଅକ୍ଟୋବର ୨୦୨୩ରୁ ପିଛିଲା ଭାବରେ ବର୍ଦ୍ଧିତ ରାଶି ମିଳିବ  ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ହେବା ନେଇ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନ କୁ ସମ୍ମାନ ଜଣାଇବା ସହ ସେମାନଙ୍କୁ … Read more

ଆନ୍ଧ୍ରରେ ଟିଡ଼ିପି ଓ ବିଜେପି ମେଣ୍ଟ ଚୁଡାନ୍ତ

ନୂଆଦିଲ୍ଲୀ: ବହୁ କସରତ ପରେ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ୪୦୦ ଆସନ ଜିତିବାର ଲକ୍ଷ୍ୟ ହାସଲ ପାଇଁ ଏନଡିଏକୁ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବିଜେପି ଆନ୍ଧ୍ରପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି ଏବଂ ଜନସେନା ପାର୍ଟି ସହ ମେଣ୍ଟ ଚୂଡ଼ାନ୍ତ କରିଛି। ଏହାକୁ ନେଇ ଅନେକ ଦିନ ଧରି ଏହି ୩ଟି ଦଳ ମଧ୍ୟରେ ଆଲୋଚନା ଚାଲିଥିଲା। ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶୁକ୍ରବାର ମେଣ୍ଟ ସଂପର୍କରେ ଘୋଷଣା କରି କହିଛନ୍ତି ଯେ ଆଗାମୀ ନିର୍ବାଚନ … Read more

ମାଳଦ୍ଵୀପ୍ସରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି 

ମାଲେ: ମାଳଦ୍ଵୀପ୍ସରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁଦିନ କମିବାରେ ଲାଗିଛି। ଭାରତ ସହିତ ବିବାଦ ମାଳଦ୍ଵୀପ୍ସକୁ ମହଙ୍ଗା ପଡ଼ିଛି। ବିବାଦ ପରେ ମାଳଦ୍ବୀପର ସ୍ଥିତି ସଙ୍କଟଜନକ ହୋଇଛି। ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ କମିବାରୁ ମାଳଦ୍ବୀପର ପର୍ଯ୍ୟଟନ ଶିଳ୍ନ ଭୁଶିଡ଼ିବା ସ୍ଥିତିକୁ ଆସିଛି। ଦେଶର ପର୍ଯ୍ୟଟନ ଶିଳ୍ପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ୩୩% କମିଛି। ୨୦୨୧-୨୩ ପର୍ଯ୍ୟନ୍ତ ସର୍ବାଧିକ ଭାରତୀୟ ପର୍ଯ୍ୟଟକ ମାଳଦ୍ଵୀପ୍ସ ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ପ୍ରତିବର୍ଷ ୨,୦୦,୦୦୦ରୁ ଅଧିକ … Read more