June 26, 2025 3:02 pm

ବାପା ମା ଙ୍କୁ ଖୋଜି ଗଣଧାରଣା ପହଞ୍ଚିଲେ ପିଲାମାନେ

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଳକର ଆଦିବାସୀ ଗାଁ ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଧାରଣା ୮ମ ଦିନରେ ପହଞ୍ଚିଛି। ବାପା, ମା, ଭାଇ ଓ ଭଉଣୀମାନେ ୮ ଦିନ ହେଲା ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଧାରଣା ଦେଉଛନ୍ତି। ଏ ଦାବି ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା … Read more

ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ପରଲୋକ ରେ ଶୋକସଭା

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ୍ ଆମପୁର ଗ୍ରାମର ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ୯୬ ବର୍ଷ ବୟସରେ ନିଜ ବାସ ଭବନ ପରିସରରେ ଗତ ଗୁରୁବାର ଦିନ  ପରଲୋକ ଘଟିଛି। ବିଗତ କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସ୍ବର୍ଗତ ମିଶ୍ର କନିଶି ଏବଂ ଏହାର ଆଖପାଖ ଅଞ୍ଚଳରେ ବରିଷ୍ଟ ପଣ୍ଡିତ କର୍ମକାଣ୍ଡ ଓ ଜ୍ୟୋତିଷ ବିଷାରଦ ଭାବେ ବେଶ୍ ପରିଚିତ।ତାଙ୍କରି ଜୀବନ କାଳ ମଧ୍ଯ ରେ ଅନେକ କର୍ମକାଣ୍ଡ ଜ୍ୟୋତିଷ ଶାସ୍ତ୍ର କରି … Read more

ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କଲେ ଟିକା ଭଣ୍ଡାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଭୁବନେଶ୍ୱରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ (ଏନ୍‌ଏଚ୍‌ଏମ୍‌) ଡକଫର ବୃନ୍ଦା ଡି., ଓଏସ୍‌ଏମ୍‌ସିଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ଡକଫର ପୋମା ଟୁଡ଼ୁ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକଫର ବିଜୟ କୁମାର ପାଣିଗ୍ରାହୀ ଓ ୟୁନିସେଫ୍‌ ଓଡ଼ିଶାର ଫିଲ୍ଡ ଅଫିସ … Read more

ବିଜେପି ତେଲେଙ୍ଗାନାରେ ୫ଟି ଲୋକସଭା ଆସନ ଆଣିପାରେ : ଇଣ୍ଡିଆଟିଭି-ସିଏନଏକ୍ସ ସର୍ଭେ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ସାଧାରାଣ ନିର୍ବାଚନରେ ଦେଶରେ ୩୭୦ ଟି ଲୋକସଭା ଆସନ ଜିତିବାକୁ ଲକ୍ଷ୍ୟଧାର୍ଯ୍ୟ କରିଥିବା ବିଜେପି ଗତ ଥର ପରି ଏଥର ମଧ୍ୟ କର୍ଣ୍ଣାଟକରେ କଂଗ୍ରେସ ତୁଳନାରେ ଭଲ ପ୍ରଦର୍ଶନ କରିବ । କିନ୍ତୁ ଗତ ଥର ୨୫ଟି ଆସନ ଜିତିଥିବାବେଳେ ଏଥର ତାହା ୨୨କୁ ଖସି ଆସିବ । ଏପରି ପୂର୍ବାନୁମାନ କରିଛି ଇଣ୍ଡିଆଟିଭି-ସିଏନଏକ୍ସ ପୋଲ୍ । ୨୦୧୯ ନିର୍ବାଚନରେ ବିଜେପି ଏହି ଦକ୍ଷିଣ ରାଜ୍ୟରେ ଥିବା ମୋଟ ୨୮ଟି  ଲୋକସଭା ଆସନରୁ … Read more

ଇଂଲଣ୍ଡ୍-ଭାରତ ୫ମ ଟେଷ୍ଟ୍ ବର୍ଷା ଦ୍ଵାରା ବାଧାପ୍ରାପ୍ତ ହେବାର ଆଶଙ୍କା 

ଧର୍ମଶାଳା: ବର୍ଷା ଦ୍ଵାରା ବାଧାପ୍ରାପ୍ତ  ହୋଇପାରେ ଭାରତ ଏବଂ ଇଂଲଣ୍ଡ୍ ମଧ୍ୟରେ ମାର୍ଚ୍ଚ ୭ରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍।  ହିମାଚଳପ୍ରଦେଶର ଧର୍ମଶାଳାର ହିମାଚଳ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଧୋଇ ହୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ମ୍ୟାଚ୍ ପୂର୍ବରୁ ପାଣିପାଗ ବିଭାଗ ଦ୍ବାରା ଜାରି ହୋଇଥିବା ପୂର୍ବାନୁମାନ ରିପୋର୍ଟରୁ ଜଣାପଡ଼ିଛି ବର୍ଷା ଯୋଗୁ ମ୍ୟାଚ୍ ବାଧା ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ କହିଛି ଏଠାରେ ବର୍ଷା … Read more