ବାହାଦୂରଗଡର ପୂର୍ବତନ ବିଧାୟକଙ୍କୁ ଗୁଳିକରି ହତ୍ୟା
ଚଣ୍ଡୀଗଡ଼: ବାହାଦୂରଗଡର ପୂର୍ବତନ ବିଧାୟକ ନାଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ବା ଆଇଏନଏଲଡି ରାଜ୍ୟ ସଭାପତି ଥିଲେ। ଆଜି ଅପରାହ୍ନରେ କାରରେ ଯାଉଥିବାବେଳେ ନାଫେ ସିଂ ରାଠୀଙ୍କୁ କିଛି ଆକ୍ରମଣକାରୀ ଆକ୍ରମଣ କରିଥିଲେ | ଆକ୍ରମଣ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ସହ ଗାଡିରେ ଯାତ୍ରା କରୁଥିବା ରାଠୀଙ୍କ ଜଣେ ସାଥୀଙ୍କର ମଧ୍ୟ … Read more