June 26, 2025 10:57 pm

ଟ୍ରାଇ ଆଣିବ ଦେଶୀ ଟ୍ରୁ କଲର,ଅଜଣା ନମ୍ବର ଧରାପଡିବ ଅନାୟାସାରେ 

ନୂଆଦିଲ୍ଲୀ: ମୋବାଇଲ ଫୋନ ଆଜି ଜୀବନର ଏକ ଅଙ୍ଗ ହୋଇପଡିଥିବା ବେଳେ ସବୁଲୋକଙ୍କ ଫୋନକୁ ପ୍ରାୟ ପ୍ରତିଦିନ କିଛି ଅଜଣା ନମ୍ବରରୁ ମଧ୍ୟ ଫୋନକଲ ଆସିଥାଏ । କେତେବେଳେ ମାଗଣା କ୍ରେଡିଟ କାର୍ଡ ଅଫର ହେଉ ତ କେତେବେଳେ ଋଣ ଅଫର । ପୁଣି ବେଳେବେଳେ କେତେକ ସଂଦିଗ୍ଧ କଲ ମଧ୍ୟ ଆସିଥାଏ । ଏସବୁ ସମସ୍ୟାର ସମାଧାନ ପାଇଁ ଟ୍ରୁକଲର ଆପ ବେଶ ସହାୟକ ହୋଇଥାଏ । କିନ୍ତୁ ଟ୍ରୁକଲର ଏକ ବିଦେଶୀ କମ୍ପାନି ହୋଇଥିବାବେଳେ … Read more

ରାଜ୍ୟରେ ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ସରକାର କ୍ରୀଡ଼ାକୁ ଗୁରୁତ୍ଵ ଦେଉଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି। ଏଥିରେ ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ସାମିଲ ରହିଛି। ମୁଖ୍ୟମନ୍ତ୍ରୀ ଏହାସହ ସୁନ୍ଦରଗଡ଼ ଜିଲ୍ଲାର ୧୦ଟି ସ୍ଥାନରେ ନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବୀରମିତ୍ରପୁରରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି। ରାଉରକେଲା ବହୁମୁଖୀ … Read more

ସାଧାରଣ ନିର୍ବାଚନ: ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ତାରିଖ 

ନୂଆଦିଲ୍ଲୀ: ଦେଶରେ ସଧାରଣ ନିର୍ବାଚନ ହେବାକୁ ଆନୁମାନିକ୨ ମାସ ସମୟ ବାକିଥିବାବେଳେ ଦିନକୁ ଦିନ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ନଜର ଏବେ ନିର୍ବାଚନ କମିସନଙ୍କ ଉପରେ ରହିଛି, ଯେ କେବେ ନିର୍ବାଚନ ତାରିଖ ଘୋଷଣ ହେବ ? ନ୍ୟୁଜ-୧୮ର ଏକ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ପରେ ଯେ କୌଣସି ଦିନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିସନ । ନିର୍ବାଚନ ପ୍ରସ୍ତୁତିର ଆକଳନ କରିବା ପାଇଁ ଏବେ କମିସନଙ୍କ … Read more