ମାଟ୍ରନ୍ଙ୍କ ପାରିଶ୍ରମିକ ୧୦,୦୦୦ ରୁ ୧୫୦୦୦ ଟଙ୍କାକୁ ବୃଦ୍ଧି କଲେ ଓଡିଶା ସରକାର
ଭୁବନେଶ୍ଵର: ରାଜ୍ୟ ସରକାର ଜନଜାତି ଛାତ୍ରୀ ନିବାସ ମାଟ୍ରନ୍ମାନଙ୍କର ଦାବି ପୂରଣ କରିଛନ୍ତି। ଏଣିକି ମାଟ୍ରନ୍ମାନେ ମାସିକ ୧୦ ହଜାର ଟଙ୍କା ବଦଳରେ ୧୫ ହଜାର ପାଇବେ। କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପାଇବେ। ସେହିପରି ଅବସର ସମୟରେ ୧ ଲକ୍ଷ ଟଙ୍କାର ସହାୟତା ପାଇବେ। ମାଟ୍ରନ୍ମାନଙ୍କ ମାସିକ ସହାୟତା ୫ ହଜାର ଟଙ୍କା ବଢ଼ାଇବା ପରେ ପରେ ରାଜ୍ୟ ସରକାର ୧୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ … Read more