ଚୌଦ୍ଵାରରେ ୱେଲସ୍ପନ ଗ୍ରୁପ ପ୍ରତିଷ୍ଠା କରିବ ବୃହତ୍ତ ଟେକ୍ସଟାଇଲ୍ କମ୍ପ୍ଲେକ୍ସ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରଠାରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନ ପ୍ରତିଷ୍ଠା କରିବାକୁ ଯାଉଥିବା ଏକ ବୃହତ୍ତ ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପରେ ୩ ହଜାର ୫୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ଏଡା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ୱାରର ପାଇଁ ବହୁତ ଖୁସିର ଦିନ। ଚୌଦ୍ୱାର ଆଜି ତାର ଗୌରବ … Read more