ଅକ୍ସଫୋର୍ଡ଼ ପବ୍ଲିକ ସ୍କୁଲର ୧୬ତମ ବାର୍ଷିକୋତ୍ସବ ପାଳିତ
ଶିକ୍ଷକ ସମାଜ ପରିବର୍ତ୍ତନର ମୁଖ୍ୟ ସୂତ୍ରଧାର: ଜଷ୍ଟିସ୍ ମିଶ୍ର ବ୍ରହ୍ମପୁର: ବଦଳୁଥିବା ସମାଜରେ ସଦାବେଳେ ଯୁକ୍ତାତ୍ମକ ଚିନ୍ତାଧାରା ମଣିଷକୁ ଆଗକୁ ନେଇଥାଏ। ଆଉ ଏ ସବୁର ମୁଖ୍ୟ ସୂତ୍ରଧାର ହେଉଛନ୍ତି ଶିକ୍ଷକ । ବ୍ରହ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲାଞ୍ଜିପଲ୍ଲୀସ୍ଥିତ ଅକ୍ସଫୋର୍ଡ଼ ପବ୍ଲିକ୍ ସ୍କୁଲର ୧୬ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ସେ ଶିକ୍ଷକଙ୍କୁ ଈଶ୍ୱରଙ୍କ ସହିତ ତୁଳନା କରିବା … Read more