June 26, 2025 7:35 pm

ଗହମ ଦରବୃଦ୍ଧି ରୋକିବେ କେନ୍ଦ୍ର ସରକାର, ଷ୍ଟକ୍ ଲିମିଟ୍ ହ୍ରାସ କଲେ 

ନୂଆଦିଲ୍ଲୀ: ଖାଉଟି ମାନଙ୍କ ସ୍ଵାର୍ଥକୁ ଆଖିଆଗରେ ରଖି ଘରୋଇ ବଜାରରେ ଗହମ ଦର ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ପୁଣି ଥରେ ଗହମର ମହଜୁଦ ମାତ୍ରା ବା ଷ୍ଟକ୍ ଲିମିଟ୍  ହ୍ରାସ କରିଛନ୍ତି। ଗହମ ଜମାଖୋରୀକୁ ରୋକିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ହୋଲସେଲର, ବୃହତ ଖୁଚୁରା ଏବଂ ପ୍ରକ୍ରିୟାକରଣ କମ୍ପାନୀଗୁଡିକ ପାଇଁ ଷ୍ଟକ ସୀମାକୁ ତୁରନ୍ତ ଅଧା କରାଯାଇଛି । ଏହା ପୂର୍ବରୁ ୨୦୨୩ ଡିସେମ୍ବର ୮ତାରିଖରେ ଏହି ସୀମାକୁ ହ୍ରାସ କରାଯାଇଥିଲା। … Read more

ଭାରତ ରତ୍ନ ପାଇବେ ଚୌଧୁରୀ ଚରଣ ସିଂହ, ନରସିଂହ ରାଓ, ସ୍ୱାମୀନାଥନ 

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓ ଏବଂ କୃଷି ବିଜ୍ଞାନୀ ଏମଏସ୍ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ । ଭାରତ ପ୍ରତି ସେମାନଙ୍କର ଅବଦାନ ନିମନ୍ତେ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ ପାଇଁ କେନ୍ଦ୍ର ସରକାର ସେମାନଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ସୋସିଆଲ୍ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି । ସ୍ୱର୍ଗତଃ ଚୌଧୁରୀ ଚରଣ ସିଂହ ଥିଲେ ଦେଶର ପ୍ରଥମ … Read more

ଷୋଡଶ ବିଧାନସଭାର ଶେଷ ଅଧିବେଶନ ସମୟ ପୂର୍ବରୁ ସରିଲା 

ଭୁବନେଶ୍ଵର: ନିର୍ଧାରିତ ସମୟ ପୂର୍ବରୁ ଷୋଡଶ ବିଧାନସଭାର ଶେଷ ଅଧିବେଶନ ଶୁକ୍ରବାର ସମାପ୍ତ ହୋଇଛି। ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବେଶନକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଆଜି ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି। ଏହି ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟ ଦିବସ ଥିଲା। କିନ୍ତୁ ୫ଟି କାର୍ଯ୍ୟ ଦିବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ଓଡ଼ିଶା ବିଧାନସଭା ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବା ନୂଆ କଥା … Read more