ସସ୍ମିତ୍ ପାତ୍ରଙ୍କୁ ମିଳିଲା ଶ୍ରେଷ୍ଠ ସାଂସଦ ପୁରସ୍କାର
ଭୁବନେଶ୍ୱର: ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଲେ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର। । ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର ୨୦୨୩ର ଶ୍ରେଷ୍ଠ ସାଂସଦ ଭାବେ ଉଭୟ ସସ୍ମିତ୍ ଏବଂ କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁରଙ୍କୁ ମନୋନୀତ କରାଯାଇଛି । ସସ୍ମିତ୍ ଏବଂ ଥରୁରଙ୍କ ବ୍ୟତୀତ ଉଭୟ ଲୋକସଭା ଓ ରାଜ୍ୟସଭାର ଅନ୍ୟ ୬ ଜଣ ସାଂସଦଙ୍କୁ ସଂସଦରେ ସେମାନଙ୍କର ଉତ୍ତମ ପ୍ରଦର୍ଶନ ନିମନ୍ତେ ବିଭିନ୍ନ ବର୍ଗରେ ପୁରସ୍କୃତ କରାଯାଇଛି । ଲୋକସଭା ସାଂସଦ ତଥା … Read more