June 26, 2025 6:18 pm

ସାନଖେମୁଣ୍ଡିରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ସାହିତ୍ୟ ଆସର ଆଲୋଚନାଚକ୍ର କବିତା ପାଠ ଉତ୍ସବ

ଶାନ୍ତନୁ କୁମାର ରଣା  ସାନଖେମୁଣ୍ଡି: ରାଜ୍ୟବ୍ୟାପୀ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପାଳନ ଅବସରରେ ଆଜି ସାନଖେମୁଣ୍ଡି ପଞ୍ଚାୟତ ସମିତି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ କଳା ସଂସ୍କୃତି ସାହିତ୍ୟ ଭିତ୍ତିକ ଉତ୍ସବ ଓ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରେ ଓଡ଼ିଶାର ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରଯାଇଥିଲା।କବି ସାହିତ୍ୟିକ କଳାକାର ମାନଙ୍କ ସମାବେଶରେ ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବୈଜୟନ୍ତୀ … Read more

ବାବା ସାହେବ ଆମ୍ବେଦକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ୍‌ଷ୍ଟାଣ୍ଡ ଭାରତୀୟ ସମ୍ବିଧାନର ଅନ୍ୟତମ ପ୍ରଣେତା  ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଆମ୍ବେଦକର ଜଣ ଦୂରଦର୍ଶୀ ନେତା … Read more

ଜିଓର ନୂତନ ବୁଷ୍ଟର ପ୍ଳାନ: ୧୦୧ ଟଙ୍କାରେ ମିଳିବ ୧୦୦ଜିବି ଡାଟା

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ ଟେଲିକମ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ନିକଟ‌ରେ ଦୁଇଟି ନୂଆ ଏୟାରଫାଇବର ପ୍ଲାନ ଲଞ୍ଚ କରିଛି। ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନି ଏୟାରଫାଇବର ଗ୍ରାହକଙ୍କ ପାଇଁଦୁଇଟି ନୂତନ ବୁଷ୍ଟର ପ୍ଲାନ ଲଞ୍ଚ କରିଛି। ଜିଓ ଏୟାରଫାଇବର କମ୍ପାନିର ୫ଜି ୱୟ‌ାରଲେସ ଇଣ୍ଟରନେଟ ସେବା ରହିଛି।  ଜିଓ ଏୟ‌ାରଫାଇବରକୁ ସର୍ବପ୍ରଥମେ ଗ୍ର‌ାହକଙ୍କ ପାଇଁ  ୨୦୨୩ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ ଲଞ୍ଚ କରାଯାଇଥିଲା।  ସେ ସମୟରେ ଗ୍ରାହକଙ୍କ ପାଖରେ ୪୦୧ଟଙ୍କାର ଡାଟା … Read more

୮ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଶନିବାରଠାରୁ ସ୍ଥାନୀୟ ଜନତା ମଇଦାନ୍‌ରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୮ ତାରିଖ ଯାଏଁ ଜାରି ରହିବ ।  ଏହି ସମ୍ମିଳନୀର ଆଜି ଉଦ୍‌ଯାପନୀ ହେବାକୁ ଥିବା ବେଳେ ଏହାକୁ ଆଉ ୩ ଦିନ ବଢ଼ାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ୫ ବର୍ଷରେ ଥରେ ଏହି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରାଯିବ। ସୂଚନାଯୋଗ୍ୟ, ସାରା ବିଶ୍ୱରେ ଓଡ଼ିଆ ଭାଷାର … Read more