February 26, 2026 11:55 pm

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡିର ଚଢାଉ,୩୬ ଲକ୍ଷ ଟଙ୍କା,ଏକ ବିଏମ୍‌ଡବ୍ଲ୍ୟୁ ଜବତ 

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର କହିଛି ଯେ ସେମାନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ାଉ କରି ୩୬ ଲକ୍ଷ ଟଙ୍କା, ଏକ ବିଏମ୍‌ଡବ୍ଲ୍ୟୁ ଏବଂ କିଛି ଆପତ୍ତିଜନକ କାଗଜପତ୍ର ଜବତ କରିଛନ୍ତି।   ଇଡି ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସୋମବାର ଦିନ ଚଢ଼ାଉ କରିଥିଲା।  ସୋମବାର ଇଡିର ଏକ ଟିମ୍‌ ସୋରେନଙ୍କ ଦକ୍ଷିଣ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ଜମି ଠକେଇ ମାମଲାର ତଦନ୍ତରେ ପଚରାଉଚରା କରିବାକୁ ଯାଇଥିଲା। କିନ୍ତୁ ସେ … Read more

ଅଯୋଧ୍ୟାକୁ ଦେଶର ୮ ସହରରୁ  ସିଧାସଳଖ ବିମାନସେବା  ଉପଲବ୍ଧ ହେବ

ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ରାମ ମନ୍ଦିର ଉଦଘାଟନ ହେବାପରେ ଦେଶ ବିଦେଶରୁ ଦୈନିକ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚୁଛନ୍ତି । ନିର୍ଭରଯୋଗ୍ୟ ତଥ୍ୟ ଅନୁଯାୟୀ ଦୈନିକ ତିନି ଚାରି  ଲକ୍ଷ ଲୋକ ରାମଲଲ୍ଲାଙ୍କ ଦର୍ଶନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଯୋଧ୍ୟାରେ ପହଞ୍ଚିବା ପାଇଁ ବିମାନ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ   ପଦକ୍ଷେପ ନେବାକୁ ଯାଉଛି। ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁଗମ କରିବା … Read more