ପରଲୋକରେ ଗଞ୍ଜାମର ଲୋକନୃତ୍ୟ ଗୁରୁ ରଘୁନାଥ ଶତପଥୀ
ବ୍ରହ୍ମପୁର: ଗଞ୍ଜାମର ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ ଘରେ ଘରେ ପରିଚିତ ଥିବା ବେଳେ ଏହାର ମୁଖ୍ୟ କର୍ଣ୍ଣଧାର ରଘୁ ମାଷ୍ଟ୍ରେ ଓରଫ୍ ରଘୁନାଥ ଶତପଥୀ ବେଶ୍ ପରିଚିତ । ଏହି ଲୋକକଳାର ପ୍ରଚାର ପ୍ରସାର ପାଇଁ ଦିନ ରାତି ଏକ କରିଦେଇଥିଲେ ସ୍ୱର୍ଗତ ରଘୁମାଷ୍ଟ୍ରେ । ୧୪.୦୭.୧୯୪୨ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମର ଜନ୍ମିତ ସ୍ୱର୍ଗତ ଶତପଥୀ ଲୋକକଳା ପ୍ରତି ନିଜର ନିଷ୍ଠା ପାଇଁ ଘରେ ଘରେ ପରିଚିତ ଥିଲେ । ତାଙ୍କରି କଳାପ୍ରତି … Read more