June 26, 2025 7:55 pm

ଏମ୍‌ସ ଭୁବନେଶ୍ୱରରେ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ 

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ ହୋଇଯାଇଛି। ମଙ୍ଗଳବାର ହୋଇଥିବା ସଫଳ ପରୀକ୍ଷଣର ଦୁଇ ଦିନ ପରେ, ଏହି ଜାତୀୟ ଅନୁଷ୍ଠାନ ସ୍ବଳ୍ପ ସମୟ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦିର ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି। ଏମ୍‌ସ ଭୁବନେଶ୍ୱର ପରିସରରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ … Read more

ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ‌ରେ ଅଭିନୟ କରିବେ ରଣବୀର କପୁର

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ଅଭିନୟ କରିବେ ଅଭିନେତା ରଣବୀର କପୁର। ଦୀର୍ଘ ୧୭ ବର୍ଷର ବିବାଦ ଉପରେ ‌ଶେଷରେ ପୂର୍ଣ୍ଣଛେଦ  ପକାଇ ଶେଷରେ ଭଂସାଲୀ ତାଙ୍କର ଆଗାମୀ ଚଳଚ୍ଚତ୍ର ‘ଲଭ୍ ଆଣ୍ଡ ୱାର’ରେ ରଣବୀରଙ୍କକୁ ସାଇନ୍‌ କରାଇଥିବା ଘୋଷଣା ହୋଇଛି। ସଞ୍ଜୟ ଲୀଲା ଭଂସାଲୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ ୱାର’ରେ ନଜର ଆସିବେ ହିଟ୍ ଯୋଡି। ୩ସୁପରଷ୍ଟାର କରିବେ ସ୍କ୍ରିନ ସେୟାର। ପୂର୍ବରୁ ଏହି ୩ଜଣ ଏକାଠି କାମ କରିନଥିବା ବେଳେ ପ୍ରଥମ … Read more

ବିଜେପିକୁ ଫେରିଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତରେ କଂଗ୍ରେସ ଏକ ବଡ  ଝଟକା ଲାଗିଛି।  ୨୦୨୩ ଏପ୍ରିଲରେ ଦଳରେ ଯୋଗଦେଇଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପା ଏବଂ ରାଜ୍ୟ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି | ଉଲ୍ଲେଖ ଥାଉ କି ବିଜେପି ଛାଡି ଗତ ବର୍ଷ ଏପ୍ରିଲରେ କଂଗ୍ରେସରେ ଯୋଗ ଦେଇଥିଲେ।କର୍ଣ୍ଣାଟକରେ … Read more