ସୁବୋଧ କୁମାର ନାୟକ ଚାନ୍ଦିପୁର ପିଏକ୍ସଇର ନୂଆ ନିର୍ଦ୍ଦେଶକ
ବାଲେଶ୍ଵର: ଚାନ୍ଦିପୁର ପିଏକ୍ସଇ(ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ନିର୍ଦ୍ଦେଶକ ଭାବେ ବୈଜ୍ଞାନିକ(ଜି) ସୁବୋଧ କୁମାର ନାୟକ ଯୋଗଦାନ କରିଛନ୍ତି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ଶ୍ରୀ ନାୟକ ୧୯୯୧ ମସିହାରେ ଉକ୍ତ ଅନୁଷ୍ଠାନରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ସମ୍ମାନ ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ଭାରତୀୟ ବୈଷୟିକ ଅନୁଷ୍ଠାନ ମୁମ୍ବାଇରୁ ଏରୋସ୍ପେସ ଇଂଜିନିୟରିଂରେ ଏମ୍ଟେକ୍ ଡିଗ୍ରୀ ହାସଲ କରିଥିଲେ। ସେ ଡିଆଇଏଟି ପୁନେରୁ ଫେଲୋସିପ୍ ସମାପ୍ତ କରିବା ପରେ ୧୯୯୪ ସେପ୍ଟେମ୍ବର … Read more