December 6, 2025 11:10 am

ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ ୨୫ରୁ  ଆରମ୍ଭ  

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ । ଆଫଗାନିସ୍ତାନକୁ ଟ୍ବେଣ୍ଟି-୨୦ରେ ସମ୍ପୂର୍ଣ ଚିତ୍ପଟାଙ୍ଗ କରିବା ପରେ ଭାରତୀୟ ଦଳ ଏହି ଗୁରୁତ୍ବପୂର୍ଣ ସିରିଜ ପାଇଁ ପ୍ରସ୍ତୁତ ହେଉଛି। ତେଣୁ ପୁଣି ଥରେ ଆକ୍ସନ୍‌ ମୁଡ୍‌ରେ ଅଛନ୍ତି ତାରକା ଖେଳାଳି। ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ଗତ ୧୦ ବର୍ଷ ଧରି ଆଧିପତ୍ୟ ବିସ୍ତାର କରି ଆସୁଛି। ଶେଷ ଥର ପାଇଁ ଇଂଲଣ୍ଡ ହିଁ ଭାରତକୁ ହରାଇଥିଲା। ୨୦୧୨-୧୩ … Read more

ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ  ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଆୟୋଜନ ପ୍ରସ୍ତୁତିର  ସମୀକ୍ଷା କଲେ

ଭୁବନେଶ୍ଵର: ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ତୃତୀୟ ଐତିହ୍ୟ କ୍ଯାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କାର୍ତ୍ତିକ ପାଣ୍ଡିଆନ୍‌ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। … Read more