June 26, 2025 7:49 pm

ଭାରତୀୟ ଏୟାରଲାଇନ୍ସ କିଣିବେ ୧୦୦୦ରୁ ଊର୍ଦ୍ଧ୍ଵ ନୂଆ ବିମାନ 

ନୂଆଦିଲ୍ଲୀ: ଅର୍ଥନୈତିକ ସମୃଦ୍ଧି ଓ  ବିମାନ ଚଳାଚଳ  ମାନଚିତ୍ରରେ ଦେଶର ପ୍ରାୟ ସବୁ ଛୋଟ ବଡ ସହର ସ୍ଥାନପାଇଥିବାରୁ ଭାରତୀୟ ଏୟାରଲାଇନ୍ସଗୁଡ଼ିକ ବିପୁଳ ସଂଖ୍ୟକ ବିମାନ କିଣିବା ବରାଦ ଦେଇଛନ୍ତି। ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ମିଳିତ ଭାବେ ୧୧୨୦ଟି ବିମାନ କିଣିବେ। ୨୦୨୩ରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୯୭୦ଟି ବିମାନ କିଣିବା ବରାଦ ଦେଇଥିଲେ। ଦେଶବିଦେଶର ବିଭିନ୍ନ ସ୍ଥାନକୁ ବିମାନ ସଂଯୋଗ ପ୍ରଦାନ କରିବା ଲାଗି ନୂଆ ଏୟାରଲାଇନ୍ସ ‘ଆକାଶ ଏୟାର’ … Read more

ଧୋନୀଙ୍କ ରୋଜଗାର କେତେ, ସେ କେତେ ଧନୀ ?

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟକୁ ଏକ ନୂତନ ଶିଖରକୁ ପହଞ୍ଚାଇଥିବା ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ଵ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଚେନ୍ନାଇ ସୁପର କିଙ୍ଗସ ପାଇଁ … Read more