June 26, 2025 6:33 pm

ତେଲେଙ୍ଗାନାରେ ୧୨,୪୦୦ କୋଟି ନିବେଶ କରିବ ଆଦାନୀ ଗ୍ରୁପ୍‌,ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ତେଲେଙ୍ଗନାରେ ପୁଞ୍ଜିନିବେଶ କରିବ ଆଦାନୀ ଗ୍ରୁପ୍‌।  ତେଲେଙ୍ଗାନା ରାଜ୍ୟ ସରକାରଙ୍କ ସହଭାଗିତାରେ ଏକାଧିକ କ୍ଷେତ୍ରରେ ୧୨,୪୦୦ କୋଟି ଟଙ୍କା (୧.୪୯ ବିଲିୟନ ଡଲାର)ରୁ ଅଧିକ ପୁଞ୍ଜି ନିବେଶ କରିବାକୁ ୪ଟି ଚୁକ୍ତି ସ୍ୱାକ୍ଷର କରିଛି।ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ଡାଭୋସ୍‌ ଠାରେ ବିଶ୍ୱ ଅର୍ଥନୈତିକ ଫୋରମରେ ଏକ ବୈଠକ କରିଥିଲେ; ଯାହା ରାଜ୍ୟରେ ବିପୁଳ ପୁଞ୍ଜିନିବେଶ ପାଇଁ ପଥ ପ୍ରଶସ୍ତ କରିଥିଲା। ଏହି ବୈଠକରେ ୪ଟି ବୁଝାମଣାପତ୍ର … Read more

ଓଡିଶାରୁ ଅଧିକ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ 

ଭୁବନେଶ୍ଵର: ଚଳିତ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଧାନ ଉତ୍ପାଦନ … Read more