ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ ଅନୁଷ୍ଠିତ
ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗୋଷାଇଁନୂଆଗାଁ ଗକୁଳଧାମ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ବୈଠକ ସଭାପତି ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିଲା।ମହାସଭାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ଚୌଧୁରୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ହେବାକୁଥିବା ଆଗାମୀ 28 ତାରିଖ ରବିବାର ଦିନ ଗୁରୁଣ୍ଠି ସ୍ଥିତ ନିଜସ୍ବ କାର୍ଯ୍ଯାଳୟ ଠାରେ ମହାସଭାର ସାଧାରଣ ବୌଠକ ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ସମ୍ପର୍କରେ ଆଲୋଚନା ସହ ବିଭିନ୍ନ କମିଟି ଗଠନ କରାଯାଇଥିଲା। … Read more