June 26, 2025 10:54 pm

ଅନୁଗୋଳ ଜିନ୍ଦଲସ୍ଥିତ ଜଗନ୍ନାଥ ମନ୍ଦିର ସଫେଇ କାର୍ଯ୍ୟରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଅନୁଗୋଳ: ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲା ଜିନ୍ଦଲ ନଗର ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ କାର୍ଯ୍ୟରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି।  ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଇଛି । ଓଡ଼ିଶା ସମେତ ଦେଶର କୋଣ ଅନୁକୋଣରେ ଜନସାଧାରଣମାନେ ଶ୍ରୀରାମଙ୍କ ସ୍ୱାଗତ … Read more

କୋର୍ଟ ହାବିଲଦାର ଚାକିରି ଆଶାୟୀଙ୍କୁ ଠକିଲା ୬୧ ଲକ୍ଷ 

ଝାରଖଣ୍ଡ : ଝାଡ଼ଖଣ୍ଡର ଦୁମକା କୋର୍ଟ ପରିସରରେ କାମ କରୁଥିବା ହାବିଲଦାର ସର୍ଗୁନ ହରିଜନ ନାମକ ବ୍ୟକ୍ତି ନାଁରେ ଏକ ଗୁରୁତର ଅଭିଯୋଗ ଆସିଛି । କୋର୍ଟରେ ଚାକିରି କରାଇଦେବା ନାଁରେ ୬୧ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଦୁମକା, ସାହିବଗଞ୍ଜ, ଗୋଡ୍ଡା ଓ ପାକୁରର ୨୩ ଜଣ ଦୁମକା ନଗର ଥାନାରେ  ଅଭିଯୋଗ କରିଛନ୍ତି। ପୀଡିତମାନେ ଆବେଦନର ନକଲ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, ଜିଲ୍ଲା ଜଜ୍, ଡିଆଇଜି ଓ ଏସପିଙ୍କୁ ପ୍ରଦାନ କରିବା … Read more

ଦେଶର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ  

ଦକ୍ଷିଣ ମୁମ୍ବାଇରୁ ନବୀ ମୁମ୍ବାଇ ମାତ୍ର ୧୫ ମିନିଟର ସମୟ  ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଦେଶର ଦୀର୍ଘତମ ସମୁଦ୍ର ପୋଲ ‘ଅଟଳ ସେତୁ’ର ଉଦ୍‌ଘାଟନ କରିଛନ୍ତି। ଏହି ପୋଲର ଲମ୍ବ ୨୧.୮ କିଲୋମିଟର। ଏହା ଦକ୍ଷିଣ ମୁମ୍ବାଇକୁ  ନବୀ ମୁମ୍ବାଇ  ସହ ସଂଯୋଗ କରୁଛି। ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ଏହି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦକ୍ଷିଣ ମୁମ୍ବାଇରୁ ନବୀ ମୁମ୍ବାଇ ମାତ୍ର ୧୫ ମିନିଟରେ ପହଞ୍ଚି ହେବ। ଆଗରୁ  ସିଧାସଳଖ କୌଣସି ରାସ୍ତା … Read more

ବିଏମସି ୨୩ ନମ୍ବର ୱାର୍ଡ ରେ ବୁଲିଲା ଅର୍ପଣ ରଥ

ଶାନ୍ତନୁ କୁମାର ରଣା ବ୍ରହ୍ମପୁର:  ରାଜ୍ୟ ସରକାରଙ୍କ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆସନ୍ତା ୧୭ ତାରିଖରେ ଲୋକାର୍ପିତ କରିବାକୁ ଯାଉଛନ୍ତି ।ଏହି ଅବସର ସମଗ୍ର ରାଜ୍ୟ ରେ ଅର୍ପଣ ରଥ ବୁଲି ବୁଲି ଗୁଆ ଚାଉଳ ସଂଗ୍ରହ କରୁଛି।  ଏହି ଅବସର ରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ  ବିଏମସି ୨୩ ନମ୍ବର ୱାର୍ଡ ରେ ଅର୍ପଣ ରଥ ବୁଲି ଗୁଆ ଚାଉଳ ସଂଗ୍ରହ କରିଥିଲା।କର୍ପୋରେଟର ଆରତୀ ତନ୍ତୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମେୟର … Read more