June 26, 2025 7:39 pm

ଓଡ଼ିଶାର ୪ ଜିଲ୍ଲାରେ ୩୪୧ କିମି ଯାତ୍ରା କରିବେ ରାହୁଲ ଗାନ୍ଧୀ 

ଭୁବନେଶ୍ୱର: ବରିଷ୍ଠ  କଂଗ୍ରେସ ନେତା ରହିଲ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାର ୪ ଟି ଜିଲ୍ଲାରେ ୪ ଦିନ ବୁଲିବେ ରାହୁଲ ଗାନ୍ଧୀ । ଫେବ୍ରୁଆରୀ ୧୪ ରେ ତାଙ୍କର ଯାତ୍ରା ଓଡିଶାରେ ପ୍ରବେଶ କରିବାକୁ ଥିବାବେଳେ ୪ ଦିନ ଧରି ଶ୍ରୀ ଗାନ୍ଧୀ ସମୁଦାୟ ୩୪୧ କିମି ଅତିକ୍ରମ କରିବେ । ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ଭାରତ … Read more

ବଙ୍ଗୋପସାଗରରେ ନିଖୋଜ ହୋଇଥିବା ବାୟୁସେନାର ଏଏନ୍‌-୩୨ ବିମାନର ସନ୍ଧାନ ଆଠ  ବର୍ଷ ପରେ ମିଳିଲା 

ନୂଆଦିଲ୍ଲୀ:  ବଙ୍ଗୋପସାଗରରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନର ଭଗ୍ନାବଶେଷ ନିକଟରେ ଚେନ୍ନାଇ ଉପକୂଳର ୩୧୦ କିଲୋମିଟର ଦୂରରୁ ଉଦ୍ଧାର କରାଯାଇଛି।  ୨୦୧୬ ରେ ନିଖୋଜ ହୋଇଥିବା ଏହି ବିମାନରେ ୨୯ ଜଣ ଯବାନ ଥିଲେ  ଚେନ୍ନାଇ ଉପକୂଳଠାରୁ ପ୍ରାୟ ୩୧୦ କିଲୋମିଟର ଦୂର ସମୁଦ୍ର ପତନରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷର ଫଟୋ କଏଦ ହୋଇଥିଲା ବୋଲି ଶୁକ୍ରବାର ସରକାରଙ୍କ ପକ୍ଷରୁ ଏକ ଏକ ପ୍ରେସ୍‌ ବିଜ୍ଞପ୍ତି  ଜାରି କରା ଯାଇଛି। ଏହି ଫଟୋକୁ ଯାଞ୍ଚ … Read more

ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ଅଟକାଇବାକୁ ମନା କଲେ  

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଙ୍କୁ ବାଦ୍‌ ଦେଇ ଗଠିତ ଏକ ପ୍ୟାନେଲ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଏକ ନୂତନ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନର ନିଯୁକ୍ତି ସଂକ୍ରାନ୍ତ ଆଇନକୁ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି। ନୂଆ … Read more