June 26, 2025 7:40 pm

ନବୀନ ଓଡିଶା ମୁଖ୍ୟ କାର୍ତିକ ପାଣ୍ଡିଆନଙ୍କ ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ନବୀନ ଓଡିଶା ମୁଖ୍ୟ ଶ୍ରୀ କାର୍ତିକ  ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ କରିଥିଲେ । ପ୍ରଥମେ ଖୋର୍ଦ୍ଧା ହାବେଳି ପଡ଼ିଆଠାରେ ଆୟୋଜିତ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ସେ କହିଥିଲେ, କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର । ଏହାର କୌଣସି ବିକଳ୍ପ ନାହିଁ । ଏହି ପରିପ୍ରେକ୍ଷୀରେ ତାଙ୍କର ଜଣେ ଆଇଏଏସ୍ ମହିଳା ବ୍ୟାଚମେଣ୍ଟ ଙ୍କ ସଫଳତା ଓ ସଂଘର୍ଷର କାହାଣୀ କହିଥିଲେ … Read more

ନୟାଗଡ଼ ଏମଭିଆଇଙ୍କ ସମ୍ପତ୍ତି: ମାତ୍ର ଦୁଇଟି କୋଠା, ୩୧ ପ୍ଲଟ୍

ଭୁବନେଶ୍ୱର: ଓଡିଶା ଭିଜିଲାନସ୍ ନୟାଗଡ ଏମଭିଆଇ(ମୋଟର ଭେଇକିଲ୍ ଇନସପେକ୍ଟର) ପଞ୍ଚାନନ  ଓରଫ୍ ପଞ୍ଚୁ ବେହେରାଙ୍କୁ ଆୟବହିର୍ଭୂତ  ସମତି ଠୁଳ କରିଥିବା ଅଭିଯୋଗରେ ଗିରଫ କରିଛି।  ତାଙ୍କର  ଭୁବନେଶ୍ୱରରେ ଦୁଇ ଦୁଇଟି କୋଠା ସାଙ୍ଗକୁ  ରାଜଧାନୀର ପ୍ରମୁଖ ଜାଗାରେ ୩୧ ଟି ପ୍ଲଟ  ର ସନ୍ଧାନ ମିଳିଛି। ସେଥିରେ ୧୦ ଟି ବେନାମୀ ପ୍ଲଟ୍ ମଧ୍ୟ ରହିଛି । ଖାଲି ସେତିକି ନୁହେଁ, ବ୍ୟାଙ୍କ ଓ ଇନସୁରାନ୍ସରେ ୭୨ ଲକ୍ଷ ଟଙ୍କା ଜମା ରଖିଛନ୍ତି । ୧୫ ଲକ୍ଷ … Read more

ଫେବ୍ରୁଆରି ୧ରୁ କାମଚଳା ବଜେଟ୍ ପାର୍ଲାମେଣ୍ଟରେ 

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି।  ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ଏହାପରେ ଜାନୁଆରୀ ୩୧ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ୨୦୨୪-୨୫ର ପ୍ରଥମ ୪ ମାସ ପାଇଁ ଏକ ଅନ୍ତରୀଣ ବା କାମଚଳା … Read more