June 26, 2025 7:37 pm

ଆନ୍ତଃ ରାଜ୍ୟ  ଚାକିରି  ଘୋଟଲା: ଓଡିଶା ପୁଲିସ ହାତରେ ୩ ଗିରଫ 

ଭୁବନେଶ୍ଵର: ଓଡ଼ିଶାର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ ) ବୁଧବାର ଦିନ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ଦେଶର ୬ ଟି ରାଜ୍ୟରେ ନକଲି ଚାକିରି ଦେବା ଘୋଟାଲା ସହ ଜଡିତ ଥିଲେ। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ହାଇଦ୍ରାବାଦର ମହମ୍ମଦ ସାନାଉଲ୍ଲା ଏବଂ ସାକ୍ଷୀ ଜୈନ  ଏବଂ ଓଡିଶାର ବାଲେଶ୍ଵରର ସୁରତ ଦଲାଇ।ଦିଲ୍ଲୀ, ମୁମ୍ବାଇ ଏବଂ ହାଇଦ୍ରାବାଦରୁ ସଂଗଠିତ ଏହି ବେଆଇନ ଅପରେସନ ଓଡିଶା, ଜାମ୍ମୁ କାଶ୍ମୀର, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ … Read more

ମୋଦୀ  ଦେଶର ଇତିହାସରେ ସବୁଠୁ ସଫଳ ପ୍ରଧାନମନ୍ତ୍ରୀ : ମୁକେଶଅମ୍ବାନୀ

ଗାନ୍ଧୀନଗର: ଦେଶର ଇତିହାସରେ ନରେନ୍ଦ୍ର ମୋଦୀ ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଓ  ବର୍ତମାନ ସର୍ବଶ୍ରେଷ୍ଠ ବିଶ୍ଵନେତା ବୋଲି କହିଛନ୍ତି ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଗାନ୍ଧୀନଗରରେ ଆୟୋଜିତ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶିଷ୍ଟ ଶିଳ୍ପପତି ତଥା ମୁକେଶ ଅମ୍ବାନୀ କହିଛନ୍ତି, ‘ମୁଁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ସହରରୁ ଆଧୁନିକ ଭାରତର ବିକାଶର ଗେଟ୍‌ ୱେ (ପ୍ରବେଶ ଦ୍ୱାର) ଗୁଜରାଟକୁ ଆସିଛି। ମୁଁ ଜଣେ ଗର୍ବିତ ଗୁଜରାଟୀ। ଯେତେବେଳେ ବିଦେଶୀମାନେ ନୂଆ ଭାରତ … Read more

ଗଉଞ୍ଜୁ ରେ ଅର୍ପଣ ରଥ, ସଂଗ୍ରହ ହେଲା ଗୁଆ ଚାଉଳ

ଶାନ୍ତନୁ କୁମାର ରଣା ବ୍ରହ୍ମପୁର:  ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଅର୍ପଣ ରଥ ଘର କୁ ଘର ବୁଲି ଗୁଆ ଚାଉଳ ସଂଗ୍ରହ କରୁଥିବା ବେଳେ ସ୍ଥାନୀୟ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମ ରେ ରଥ କୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁମିଳିଛି ।  ଜଗନ୍ନାଥ ଚିନ୍ତା ଓ ଚେତନା ସମଗ୍ର ବିଶ୍ୱକୁ ଅଭିଭୂତ କରିଥିବା ବେଳେ ସରକାର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆସନ୍ତା ୧୭ ତାରିଖରେ ଲୋକାର୍ପିତ କରିବାକୁ ଯାଉଛନ୍ତି ।    … Read more