ଅଙ୍ଗନବାଡ଼ି ଦିଦିଙ୍କ ଦରମା ବଢ଼ିବ : ୫ଟି ଅଧ୍ୟକ୍ଷ ପାଣ୍ଡିଆନ
ରାଇଘର: ନବରଂଗପୁର ଜିଲ୍ଲା ଗସ୍ତରେ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍ ମଙ୍ଗଳବାର ଆସି ବିଭିନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହିତ ସେ ରାଜ୍ୟର ଅଙ୍ଗନବାଡ଼ି ଓ ଆଶାଦିଦିମାନଙ୍କର ଦରମା ଖୁବ୍ ଶୀଘ୍ର ବଢ଼ିବ ବୋଲି ଘୋଷଣା କରିଛନ୍ତି।ଏହା ଦ୍ୱାରା ରାଜ୍ୟର ଲକ୍ଷାଧିକ ଅଙ୍ଗନବାଡ଼ି ଓ ଆଶାଦିଦି ମାନେ ଉପକୃତ ହେବେ। ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ … Read more