June 26, 2025 7:34 pm

ରାୟଗଡା ଜିଲ୍ଲା ଖାଉଟି ଅଦାଲତରେ ସୋନି କମ୍ପାନି ଦଣ୍ଡିତ 

ରାୟଗଡା: ରାୟଗଡା ଜିଲ୍ଲା ଖାଉଟି ଅଦାଲତରେ ଇଲେକ୍ଟ୍ରୋନିକ୍ସ  ସାମଗ୍ରୀ ଉତ୍ପାଦନକାରି କମ୍ପାନୀ   ସୋନି  ଦଣ୍ଡିତ ହୋଇଛି। ଅଦାଲତର  ନିର୍ଦ୍ଦେଶ ପରେ ସୋନି କମ୍ପାନୀ ଦୁଇ ଜଣଙ୍କୁ ଗ୍ରାହକଙ୍କୁ ସେମାନଙ୍କ କ୍ୟାମେରାର କ୍ରୟ ମୂଲ୍ୟ ଅନୁଯାୟୀ ଟଙ୍କା ଫେରସ୍ତ କରିଛି। ସୂଚନା ଅନୁଯାୟୀ ରାୟଗଡାର ଆହ୍ୱାନର ସାମ୍ବାଦିକ ସୁରେଶ ଚନ୍ଦ୍ର ଦାସ ଓ କନକ ନିୟୁଜର ରାୟଗଡା ପ୍ରତିନିଧି ସିମାଞ୍ଚଳ ପଣ୍ଡା ଦୁହେଁ ନିଜର ପ୍ରଫେସନ ପାଇଁ ସୋନିର ଦୁଇଟି କ୍ୟାମେରା କିଣିଥିଲେ। କିନ୍ତୁ ଗ୍ୟାରେଣ୍ଟି ସମୟ … Read more

ସାଉଥ ସୁପରଷ୍ଟାର ମହେଶ ବାବୁ ଅନେକ ବଲିଉଡ ଷ୍ଟାରଙ୍କ ଠାରୁ ଅଧିକ ଧନୀ!

ହାଇଦ୍ରାବାଦ: ଦକ୍ଷିଣ ଭାରତର  ସିନେମାରେ ଦୀର୍ଘ ଦିନ ଧରି ରାଜୁତି କରୁଥିବା  ସୁପରଷ୍ଟାର ମହେଶ ବାବୁ ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପାଉଥିବା  ଅଭିନେତାମାନଙ୍କ ମଧ୍ୟରୁ ଜଣେ। ମାତ୍ର ୪ ବର୍ଷ ବୟସରେ ‘ନିଡା’ ଚଳଚ୍ଚିତ୍ରରୁ ସେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ମହେଶ ବାବୁ ଅଭିନୟ ଜୀବନ ତାଙ୍କ ପିତା ଘଟ୍ଟମନେନି ଶିବା ରାମ କୃଷ୍ଣ ମୂର୍ତ୍ତିଙ୍କ ଫିଲ୍ମରୁ ଆରମ୍ଭ କରିଥିଲେ। ତେବେ ଶିଶୁ କଳାକାର ଭାବେ … Read more

ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ୮୫ ଶିକ୍ଷକ ବହିଷ୍କୃତ

ଦେଓରିଆ: ଜାଲ ପ୍ରମାଣପତ୍ର ଦାଖଲ କରି ଚାକିରି କରିବା ମାମଲା ଦିନକୁ ଦିନ ବଢିଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଜାଲ ପ୍ରମାଣପତ୍ରର ଏପରି ଏକ ମାମଲା ସାମନାକୁ ଆସିଛି ତାହାକୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଗୋଟିଏ ଜିଲ୍ଲାର ୮୫ ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ, ତାହା ପୁଣି ଶିକ୍ଷକ ଚାକିରି । ରାଜ୍ୟର ଦେଓରିଆ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୮୫ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସମସ୍ତଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ … Read more

ଫେବୃଆରୀରେ ନିର୍ବନ୍ଧ କରିବେ ରଶ୍ମିକା ମନ୍ଦାନା-ବିଜୟ ଦେବରକୋଣ୍ଡା!

ମୁମ୍ବାଇ: ଅଳ୍ପ ଦିନରେ ଉଭୟ ଦକ୍ଷିଣ ଓ ହିନ୍ଦୀ ସିନେମାରେ ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନାଏବେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଲକ୍ଷ ଲକ୍ଷ ଲୋକ ରଶ୍ମିକାଙ୍କ ସୁନ୍ଦରତା ଉପରେ ନିଜର ହୃଦୟ ହାରିଛନ୍ତି। ବହୁତ କମ୍ ବୟସରୁ ସେ ଉଭୟ ସାଉଥ୍ ଓ ବଲିଉଡ ଫିଲ୍ମରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ସବୁବେଳେ ନିଜର ପେସାଦାର ଜୀବନକୁ … Read more