June 26, 2025 10:37 pm

ସୁପ୍ରିମ୍‌କୋର୍ଟ ଆଦାନି-ହିଣ୍ଡେନ୍‌ବର୍ଗମାମଲାରେ ‘ସେବି’ ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବାକୁ ମନାକଲେ

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍‌ କୋର୍ଟ ମନା କରିଦେଇଛନ୍ତି।ଶୁଣାଇ ଥିବା ରାୟରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ତଦନ୍ତକୁ ‘ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ୍‌ ବୋର୍ଡ ଅଫ୍‌ ଇଣ୍ଡିଆ’ରୁ (ସେବି) ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ (ସିଟ୍‌) କିଂବା ‘ସିବିଆଇ’କୁ ନେବାର କୌଣସି କାରଣ ନାହିଁ। ଏହାଛଡ଼ା, ୨୨ଟି ମାମଲାରୁ ‘ସେବି’ ୨୦ଟିର ମାମଲାର ତଦନ୍ତ ଶେଷ କରିସାରିଲାଣି। ସଲିସିଟର୍‌ ଜେନେରାଲ୍‌ଙ୍କ … Read more

ସିଦ୍ଧାର୍ଥଙ୍କ ପରେ ଏହି କଣ୍ଠଶିଳ୍ପୀଙ୍କ ପ୍ରେମରେ ଶେହନାଜ !

ମୁମ୍ବାଇ:ବିଗ୍ ବସ୍ ୧୩ରେ ନିଜ ଚୁଲବୁଲି ଅନ୍ଦାଜ ଓ ଖୋଲା ମନ ପାଇଁ ଶେହନାଜ ଗିଲ୍ ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ। ବିଗ୍ ବସ ଘରେ ରହିବା ପରେ ସୋ’ର ଉପସ୍ଥାପକ ସଲମାନଙ୍କର ମଧ୍ୟ ପ୍ରିୟ ହୋଇପାରିଥିଲେ ଶେହନାଜ। ସୋ’ ଶେଷ ହେବା ପରେ ବି ଶେହନାଜଙ୍କ କ୍ରେଜ ଦର୍ଶକଙ୍କ ମଧ୍ୟରେ ରହିଛି। ସେ ଅନେକ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିସାରିଛନ୍ତି। ତେବେ ବିଗ୍ ବସ୍ ୧୩ରେ ଶେହନାଜ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନିକଟତର ହୋଇଥିଲେ ବି … Read more

୧ କୋଟି ବୀମାରାଶି ଲୋଭରେ ଚେହେରା ସହିତ ମେଳ ଖାଉଥିବା ବ୍ୟକ୍ତିଙ୍କୁ ହତ୍ୟା କରି ‘ଜିମ୍‌ ଟ୍ରେନର୍‌’ ଗିରଫ

ଚେନ୍ନାଇ: ବୀମା ଅର୍ଥ ପାଇବା ଲାଗି ନିଜ ଚେହେରା ସହିତ ମେଳ ଖାଉଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ନିଜର ମୃତ୍ୟୁ ଘଟିଛି ବୋଲି ଦର୍ଶାଇ ଥିବା ସନ୍ଦେହରେ ଜଣେ ‘ଜିମ୍‌ ଟ୍ରେନର୍‌’ଙ୍କୁ ଗିରଫ କରାଯାଇଥିବା କଥା ଚେନ୍ନାଇ ପୁଲିସ କହିଛି। ଏହି ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ସନ୍ଦେହରେ ‘ଜିମ୍‌ ଟ୍ରେନର୍‌’ଙ୍କର ଆଉ ୨ଜଣ ବନ୍ଧୁଙ୍କୁ ମଧ୍ୟ ଗିରଫ କରାଯାଇଛି। ପୁଲିସ କହିଛି, ୨୦୨୩ ସେପ୍ଟେମ୍ବରରେ ଆୟନାନାବରମ୍‌ସ୍ଥିତ ୩୮ ବର୍ଷିୟ ‘ଜିମ୍‌ ଟ୍ରେନର୍‌’ ସୁରେଶ ମିଛରେ … Read more

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ  ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ଆଜି ଲୋକାର୍ପିତ ହୋଇଛି। ୨୭୨୩ କୋଟି ଟଙ୍କା ବ୍ୟରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। । ଏତଦବ୍ୟତୀତ  ସେ ଜିଲ୍ଲାରେ ୩୦୫ କୋଟିର ୬୯ଟି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି।  ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ ସମ୍ବଲପୁରୀ ଭାଷାରେ ନବୀନ କହିଥିଲେ, ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲାରୁ ମୋର ପ୍ରଥମ ଜିଲ୍ଲା ଗସ୍ତ ଆରମ୍ଭ … Read more