ଅସାମରେ ବନ୍ଦ ହେବ ୧୦୦୦ ରୁ ଊର୍ଦ୍ଧ୍ଵ ବେସରକାରୀ ମଦ୍ରାସା
ଗୌହାଟୀ: ଆସାମର 1000 ରୁ ଅଧିକ ବେସରକାରୀ ମଦ୍ରାସା ବନ୍ଦ ହେବାକୁ ଯାଉଛି। ଦୈନିକ ଇଂଗ୍ଲିଶ ଖବର କାଗଜ ‘ଦି ଷ୍ଟେଟସମ୍ୟାନ’ ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏହା ଘୋଷଣା କରିଛନ୍ତି। ଆସାମ ସରକାର ଏହି ବେସରକାରୀ ଧାର୍ମିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାଧାରଣ ବିଦ୍ୟାଳୟରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ସମ୍ବିଧାନ ଦ୍ଵାରା ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଅନୁଷ୍ଠାନଗୁଡିକୁ ଦିଆଯାଇଥିବା ସୁରକ୍ଷାକୁ ଦୃଷ୍ଟିରେ ରଖି ଆସାମ ସରକାର ସେଗୁଡିକର ବନ୍ଦ ଏବଂ ପରବର୍ତ୍ତୀ ପରିବର୍ତ୍ତନ … Read more