Day: December 29, 2023
ଘସିପୁରାରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ
ନବୀନ ଙ୍କ ବିକାଶ ରଥ କୁ ଆଗେଇ ନେବାକୁ କର୍ମୀମାଙ୍କୁ ଆହ୍ଵାନ ଦେଲେ ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ର କେନ୍ଦୁଝର: ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ତୋ ଠାରେ ଏକ ବିଶାଳ କର୍ମୀ ସମାବେଶ ମହାସମାରୋହ ରେ ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବିଜେଡି ଯୁବ ନେତା ତଥା ଘସିପୁରା ବ୍ଲକ ପୂର୍ବତନ ଅଧକ୍ଷ ଦେବାଶିଷ ପାତ୍ର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ … Read more