ବାସହୀନ ଗରୀବ ନିଃସହାୟମାନଙ୍କୁ କମ୍ବଳ ବଣ୍ଟନ December 26, 2023 by NabaBharat ବ୍ରହ୍ମପୁର: ମହାନଗର ନିଗମ ଅଧୀନରେ ବିଭିନ୍ନ ସ୍ଥାନରେ ନିଃସହାୟ ଗରୀବମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିଳ୍ପ ସମ୍ପର୍କ ଓ କାର୍ମିକ୍ ପରିଚାଳନା ବିଭାଗରେ ଜାତୀୟ ପାଠଚକ୍ର ଉଦ୍ଯାପିତ December 26, 2023 by Shantanu Kumar Rana ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିଳ୍ପ ସମ୍ପର୍କ ଓ କାର୍ମିକ୍ ପରିଚାଳନା ବିଭାଗର ଆନୁକୂଲ୍ୟରେ ବିଶ୍ୱର ପରିବର୍ତ୍ତିତ କାର୍ଜ୍ୟଶୈଳୀରେ ମାନବ ସମ୍ବଳ ପରିଚାଳନା ଶୀର୍ଷକ ଉପରେ ଦ୍ୱି-ଦିବସୀୟ ଜାତୀୟ ପାଠଚକ୍ର ଉଦ୍ଯାପିତ ହୋଇଯାଇଛି ।
ଜିଲ୍ଳାପାଳ , ଗଞ୍ଜାମର ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ December 26, 2023 by NabaBharat ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସଭାଗୃହଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ।