ନୂଆ-ଓ କ୍ରୀଡା ଉତ୍ସବ ଉଦଘାଟିତ December 21, 2023 by NabaBharat ହିଞ୍ଜିଳିକାଟୁ: ଯୁବ ଏବଂ ଛାତ୍ର ମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଭିଯାନ କ୍ରମରେ ଗୁରୁବାର ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ନୂଆ-ଓ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁଆରୀ ୧୭ ରେ ଲୋକାର୍ପଣ December 21, 2023 by NabaBharat ପୁରୀ: ଆସନ୍ତା ଜାନୁଆରି ୧୭ ତାରିଖ ଦିନ ହେବାକୁଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିଣ ଉତ୍ସବ ନିମନ୍ତେ ଆଜି ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆମନ୍ତ୍ରଣ କରାଯାଇଛି।
ବନ୍ଦ ପଡିଛି ମୟୁରଭଞ୍ଜ ଆୟୁର୍ବେଦିକ କଲେଜ December 21, 2023 by NabaBharat ମୟୂରଭଞ୍ଜ: ଆୟୁର୍ବେଦିକ ଔଷଧ ପ୍ରସ୍ତୁତି ନିମନ୍ତେ ଶିମିଳିପାଳ ଜୈବ ମଣ୍ଡଳରେ ପ୍ରଚୁର କଞ୍ଚାମାଲ ଉପଲବ୍ଧ ଥିବାରୁ ତାହାର ସଦ ବ୍ୟବହାର କରାଯାଇ ମୟୂରଭଞ୍ଜ ଜିଲାରେ ଏକ ବୃହତ ଆୟୁର୍ବେଦିକ ଔଷଧ କାରଖାନା ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେବ ଦାବୀ ହୋଇ ଆସୁଛି ।