June 26, 2025 2:03 pm

୭୫ ତମ  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଉଦଯାପିତ 

NCC

ଭୁବନେଶ୍ଵର: ଓଡ଼ିଶାର କଟକ ଗ୍ରୁପ ଏନ.ସି.ସିର ଗ୍ରୁପ କମାଣ୍ଡର ତଥା ମୁଖ୍ୟ ଚୟନକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ୭୫ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ୱରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ କାମ୍ପସ୍ ପରିସରରେ ଉଦଯାପିତ ହୋଇଯାଇଅଛି ।

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର  ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ରେ ବିଶିଷ୍ଠ ବ୍ୟକ୍ତି  ସମ୍ମାନିତ

ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନର  ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ରେ ବିଶିଷ୍ଠ ବ୍ୟକ୍ତି  ସମ୍ମାନିତ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ମନ୍ଦିର ପରିସରରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡା,ଗଞ୍ଜାମ, ପକ୍ଷରୁ  ରବିବାର ଦିନ ଗଞ୍ଜାମ ଜିଲ୍ଲା ସାହିତ୍ୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହଁ ହେଇଯାଇଛି । 

ମୟୂରଭଂଜରେ ସୁନା ଖଣି

ବାରିପଦା: ଓଡିଶାର ମୟୂରଭଂଜ, କେନ୍ଦୁଝର ଓ ଦେବଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ସୁନା ପଥର ଥିବା ସୂଚନା ମିଳିଛି । ରାଜ୍ୟ ଖଣି ଓ ଭୂତତ୍ୱ ନିର୍ଦ୍ଦେଶାଳୟ ସର୍ବେକ୍ଷଣ ସଂସ୍ଥା ଏବଂ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ଜି.ଏସ.ଆଇ.) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇଛି