December 6, 2025 12:12 pm

ଡୋନେଟ୍ ଫର୍ ଦେଶ:କଂଗ୍ରେସର ଦେଶବ୍ୟାପୀ କ୍ରାଉଡଫଣ୍ଡିଂ  ମାଧ୍ୟମରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ

Donate for Desh

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଣ୍ଠି ସଂଗ୍ରହ ପାଇଁ ସୋମବାର ‘ଡୋନେଟ୍ ଫର୍ ଦେଶ’ ନାମରେ ଏକ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀରେ ଦଳ ସଭାପତି ମଲ୍ଲିକାର୍ଜୁନ ଖଡଗେ ପତାକା ଦେଖାଇ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। 

ପର୍ଯ୍ୟଟନ ଋତୁରେ ଚିଲିକାରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

Lake Chillika

ବ୍ରହ୍ମଗିରି: ଚିଲିକା ପ୍ରାକୃତିକ ସୌନ୍ଦର୍ଜ୍ୟ ରେ ଭରା ଓଡିଶାର ଗର୍ବ। କୁହାଯାଇଛି ‘ରୂପେ ଅନୁପମା ରୂପଶ୍ରୀ ଚିଲିକା ଯେତେ ବଖାଣିଲେ ନ ହୁଏ ବଳକା’। ଯାହାର କିଞ୍ଚିତ ଦର୍ଶନ ପାଇଁ ସେଦିନ ଗୋପବନ୍ଧୁ ବାଷ୍ପିୟ ଶକଟକୁ ଅଟକି ଯିବା ପାଇଁ ଗୁହାରି କରିଥିଲେ।