Day: December 16, 2023
ଏୟାରପୋର୍ଟରେ ଚାଲିଲା କୋଭିଡ୍ ଟେଷ୍ଟ, ପୁଣି ମାସ୍କକୁ ଗୁରୁତ୍ଵ
ନୂଆଦିଲ୍ଲୀ: ଫେରିଲା ମାସ୍କ। ଆସିଲା କୋଭିଡ ଡର। ସିଙ୍ଗାପୁରରେ କରୋନା ର କମ୍ବ୍ୟାକ୍। ମାସ୍କ ପିନ୍ଧି ଚଳପ୍ରଚଳ କରୁଛନ୍ତି ଲୋକେ। କୋଭିଡ୍-୧୯ ସହ ଜଡିତ ନୂଆ ଭ୍ୟାରିୟଣ୍ଟ କାରଣରୁ ଶ୍ୱାସକ୍ରିୟା ସଂକ୍ରମଣ ତିବ୍ର ଭାବେ ବ୍ୟାପିବାରେ ଲାଗିଛି । ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁରୁଣା ନିୟମ ପୁନର୍ବାର ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏୟାରପୋର୍ଟ ରେ ପୁଣି ମାସ୍କ ପିନ୍ଧିବାକୁ କୁହାଯାଉଥିବାଳେ ଥଣ୍ଡା, ଜରର ପରୀକ୍ଷା କରାଯାଉଛି।