
ହିଂଜିଳିର କାଷ୍ଠ ଶିଳ୍ପୀ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କୁ ପ୍ରଦାନ କଲେ କାଷ୍ଠ ଖୋଦେଇ ହନୁମାନ ଚାଳିଶା
ଶାନ୍ତନୁ କୁମାର ରଣା ବ୍ରହ୍ମପୁର: ହିଞ୍ଜିଳି ବ୍ଲକ ଅନ୍ତର୍ଗତ କଣ୍ଟେଇକୋଳି ଗ୍ରାମର ଯୁବ କାଠଶିଳ୍ପୀ ଅରୁଣ ସାହୁ ଏବଂ ତାଙ୍କ ବନ୍ଧୁ ସାରୁ ପଞ୍ଚାୟତର ପୁନରଖଣ୍ଡି ଗ୍ରାମର ଟୁକୁନା ବେହେରା ଅଯୋଧ୍ୟାରେ ପହଞ୍ଚି ତାଙ୍କ