February 26, 2026 10:20 am

ହିନ୍ଦୋଳର ବିଜେଡି ବିଧାୟିକା ଏବେ ବିଜେପିରେ

ଭୁବନେଶ୍ୱର:ଲଗାତାର ୨୦୧୪ ଏବଂ ୨୦୧୯ ରେ ବିଜୁ ଜନତା ଦଳ (ବିଜେଡି) ରୁ ବିଧାୟିକା ହୋଇଥିବା ସୀମାରାଣୀ ନାୟକ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି। ଏଥର ତାଙ୍କ ବଦଳରେ ମହେଶ ସାହୁଙ୍କୁ ଦଳ ପକ୍ଷରୁ ଗତକାଲି ପାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଏହାପରେ ସେ ଗତକାଲି ବିଜେଡିରୁ ଇସ୍ଥପା ଦେଇଥିଲେ।