ଭୁବନେଶ୍ବର : ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନା ନାଗଙ୍କ ଘରେ ଚଢ଼ାଉ କରିଛି ED । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ED । ସୂଚନା ଯୋଗ୍ୟ, ଅର୍ଚ୍ଚନା ନାଗ ଭୁବନେଶ୍ୱରରେ ଏକ ସେକ୍ସଟର୍ସନ୍ /ହନିଟ୍ରାପ୍ ରାକେଟ୍ ଚଲାଇଥିବା ଅଭିଯୋଗରେ 2022ରେ ଗିରଫ ହୋଇଥିଲେ । ତାଙ୍କ ନାମରେ ଅଭିଯୋଗ ହୋଇଥିଲା ଯେ, ସେ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସୃଷ୍ଟି କରି, ଗୁପ୍ତ ଭିଡିଓ/ଫଟୋ ଉଠାଇ ସେମାନଙ୍କୁ ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଥିଲେ ।ଇ.ଡି. (Enforcement Directorate) ଏହାକୁ Prevention of Money Laundering Act (PMLA) ଅନୁସାରେ ଧନଶୋଧନ (ମନି ଲଣ୍ଡରିଂ) ମାମଲାରୁପେ ତଦନ୍ତ କରୁଛି ।
Post Views: 58









